ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ୨ଟି କ୍ରିକେଟ ଟେଷ୍ଟ ପାଇଁ ଗୁରୁବାର ୧୬ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଜୋଫ୍ରା ଆର୍ଚ୍ଚର, ବେନ ଷ୍ଟୋକ୍ସ ଓ ରରୀ ୱର୍ନ୍ସ ଦଳକୁ ଫେରିଛନ୍ତି । ଜନୀ ବେୟାରଷ୍ଟୋ, ସ୍ୟାମ କରନ ଓ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି । ଟେଷ୍ଟ ସିରିଜ ଫେବୃୟାରୀ ୫ରୁ ଚେନ୍ନାଇରେ ଖେଳାଯିବ । ସେହିପରି ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ୧୨ ମାର୍ଚ୍ଚରୁ ଏବଂ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୨୩ ମାର୍ଚ୍ଚରୁ ଆରମ୍ଭ ହେବ ।
ଇଂଲଣ୍ଡ ଦଳ: ଜୋ ରୁଟ (ଅଧିନାୟକ), ଜୋଫ୍ରା ଆର୍ଚ୍ଚର, ମୋଇନ ଅଲୀ, ଜେମ୍ସ ଆଣ୍ଡରସନ, ଡମ ବେସ୍, ଷ୍ଟୁଆର୍ଟ ବ୍ରଡ, ରୋରୀ ୱର୍ନ୍ସ, ଜୋସ ବଟଲର, ଜ୍ୟାକ କ୍ରଲି, ବେନ ଫକ୍ସ, ଡ୍ୟାନ ଲରେନ୍ସ, ଜ୍ୟାକ ଲିଚ, ଡୋମ ସିବଲୀ, ବେନ ଷ୍ଟୋକ୍ସ, ଅଲି ଷ୍ଟୋନ, କ୍ରିସ ୱକ୍ସ ।
BREAKING NEWS
- ସ୍ଥାପନ ହେଲା ସୌରଚାଳିତ ସାଇରନ ; ହାତୀ ଗ୍ରାମ ମୁହାଁ ହେଲେ ବାଜିବ, ଲୋକେ ହେବେ ସତର୍କ
- Odia Cinema: “ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଅନ୍ୟ ସିନେମାର ପ୍ରଚାର କରାଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”
- ଜର୍ମାନୀକୁ ହରାଇ ବିଶ୍ୱକପ ନକଆଉଟରେ ପ୍ରବେଶ କଲା ଇକ୍ୱେଡର
- Congress Appoints Lalji Desai:ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ; AICC ପକ୍ଷରୁ ବିଜ୍ଞପ୍ତି ଜାରି
- ଭାରତକୁ ପ୍ରଥମ ଥର ପାଇଁ ହରାଇଲା ଆୟର୍ଲାଣ୍ଡ
- ସ୍ନାନପୂର୍ଣ୍ଣିମାରେ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା; ଜାଣନ୍ତୁ କେଉଁ ପଟେ ଗଲେ କେଉଁଠି ଗାଡି ପାର୍କିଂ କରିବେ
- BLO Pramila Ojha: ଦେଶଭକ୍ତି ଓ ସେବା ମନୋଭାବର ଅନନ୍ୟ ଉଦାହରଣ ସାଜିଲେ ବିଏଲଓ ପ୍ରମିଳା ଓଝା
- Vigilance Trap:ଭିଜିଲାନ୍ସ ପଞ୍ଝାରେ ରାଇଘର ଏଲ.ଆଇ ପ୍ରଫୁଲ ହାଲଦାର
- Rairangpur Accident: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବାଇକ୍;୩ ମୃତଦେହ ଉଦ୍ଧାର
- ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଶ୍ରେୟାଶ ଆୟାର

Comments are closed.