ଚେନ୍ନାଇ: ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ରାଜ୍ୟ ସରକାର ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସ୍ମାରକୀ ଉଦଘାଟନ କରାଯାଇଛି। ଚେନ୍ନାଇର ମାରିନା ବିଚରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସାମି ପୂର୍ବତନ ସିଏମ ସ୍ୱର୍ଗତ ଜୟଲଳିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପାନେରସେଲଭମ୍ ମଧ୍ୟ ଉପସ୍ଥିତ ଥିଲେ।
BREAKING NEWS
- ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
- “ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
- ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ସରକାରଙ୍କ ଚିଠି
- ତୃତୀୟ ଦିନିକିଆରୁ ଓହରିଲେ ଏହି ଅଲରାଉଣ୍ଡର
- Badrinath Temple:ବଦ୍ରିନାଥ ମନ୍ଦିରରେ ଦାନ ଅର୍ଥ ଚୋରି ମାମଲାରେ ଦ୍ୱିତୀୟ ଗିରଫଦାରୀ;ମନ୍ଦିରର ପୂର୍ବତନ ଅଧିକାରୀ ଗିରଫ
- ଡୋପ ଟେଷ୍ଟରେ ଧରା ପଡି ବାସନ୍ଦ ହେଲେ ପାକିସ୍ତାନୀ ସ୍ପିନର ମହମ୍ମଦ ନୱାଜ
- ମନରେଗା କାର୍ଡଧାରୀଙ୍କୁ ନୂଆ ପରିଚୟ, ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି କରିବାକୁ ନିର୍ଦ୍ଦେଶ
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଜୋରଦାର ତଦନ୍ତ ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ
- ଗମ୍ଭୀର-କୋହଲି ପରସ୍ପର ସହ କଥା ହେଉଛନ୍ତି କି ନାହି କହିଲେ ବ୍ୟାଟିଂ କୋଚ
Comments are closed.