ଭୁବନେଶ୍ୱର : ଆସନ୍ତାକାଲିଠାରୁ ରୁଟ୍-୧୧ରେ ‘ମୋ ବସ’ ଚାଲିବ । ଏହି ର ରୁଟରେ ନନ୍ଦନବିହାରଠାରୁ ଭୁବନେଶ୍ୱର ରେଳ ଷ୍ଟେସନ ଯାଏଁ ବସ ଚଳାଚଳ କରିବ । ସେପଟେ ମାଷ୍ଟର କ୍ୟାଣ୍ଟିନଠାରୁ ବାଳକାଟି ଯାଏଁ ନୂଆ ରୁଟ ୩୪ ସଂଯୋଗ କରିବ । ଏନେଇ କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
? Notice#MoBus? New Route Alert w.e.f. 01.02 2021, Monday –
*Route 11 will now operate from Nandan Vihar to Bhubaneswar Railway Station (Master Canteen).
* New Route 34 will connect Bhubaneswar Railway Station(Master Canteen) to Balakati.#NoMaskNoEntry@MOBBY_MoBus pic.twitter.com/uqZUwkznUQ
— Capital Region Urban Transport (@CRUT_BBSR) January 31, 2021
‘ମୋ ବସ’ରେ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।
Comments are closed.