Latest Odisha News

BREAKING NEWS

ବସନ୍ତ ନାୟକ ଏଣ୍ଟରଟେନମେଣ୍ଟର ଆଲବମ ଦିଲ ବେଚାରାର ମ୍ୟୁଜିକ ରିଲିଜ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ମାଧ୍ୟମରେ ଏକ ମଡର୍ଣ୍ଣ ମ୍ୟୁଜିକ ଆଲବମ “ଦିଲ ବେଚାରା” ରିଲିଜ ହୋଇଯାଇଛି । ପ୍ରେମ ମ୍ୟୁଜିକ ମାଧ୍ୟମରେ ଏହି ପ୍ରଡକ୍ସନ ହାଉସର ପ୍ରେମ ଅଡିଓ ଅଫିସିଆଲ ପକ୍ଷରୁ ପକ୍ଷରୁ “ଛକିଶୁନ” ନାମକ ମ୍ୟୁଜିକ ଭିଡିଓ ରିଲିଜ କରିଛି।
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ଜି ଯୋଗ ଦେଇଥିଲେ। ଏହି ଉତ୍ସବରେ ଓଲିଉଡ ଜଗତର ଅନେକ କଳାକାର, ସଂଗୀତ ନିର୍ଦ୍ଦେଶକ , ଗୀତିକାର ଏବଂ କଣ୍ଠଶିଳ୍ପୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.