ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଗୁଗାପଦରରେ ଏହି ବିସ୍ଫୋରଣ ହୋଇଛି । ଯବାନମାନେ ସର୍ଚ୍ଚ ଅପେରେସନ୍ କରିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଏହି ଲ୍ୟାଣ୍ଡମାନ୍ ବିଛାଇଥିବା ଆଶଙ୍କା କରାଯାଉଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷାବାହିନୀ ।
BREAKING NEWS
- ସୌମ୍ୟ ହତ୍ୟା ମାମଲାରେ ମିଳିନି ଭିଡ଼ ହିଂସାର ତଥ୍ୟ: କ୍ରାଇମବ୍ରାଞ୍ଚ ଡିଜି
- ଭାରତ ଓ ବାଂଲାଦେଶ ସୀମାରେ ଲାଗିବ ବାଡ଼, ବିଏସଏଫକୁ ଜମି ପ୍ରଦାନ
- ଓଡ଼ିଶା ହେବ ଦେଶର ସାଂସ୍କୃତିକ ରାଜଧାନୀ
- ସିନେମା ଜଗତକୁ ‘ଥାଲାପତି’ଙ୍କ ବାଏ ବାଏ
- ଏହି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଫାଇଲ୍ ଶେଷ କରିବାକୁ ନିର୍ଦ୍ଦେଶ
- ବାଲଟ୍ ପେପରକୁ ନେଇ ବଢ଼ିଲା ରାଜନୈତିକ ପାରଦ: ଅରୁଣଙ୍କ ଅଭିଯୋଗକୁ ଅପରାଜିତାଙ୍କ ପାଲଟା ଜବାବ
- Car falls into gorge:ତିନିଶହ ଫୁଟ ଗଭୀର ଖାଇକୁ ଖସିଲା ପର୍ଯ୍ୟଟକଙ୍କ କାର୍ …୬ ମୃତ,ଚାରି ଆହତ
- ଆକ୍ସନ ମୋଡ୍ରେ ଡିଜିପି: ଏଣିକି ସକାଳ ୯ଟା ପୂର୍ବରୁ ସବୁ ଥାନାରେ ହେବ ପ୍ୟାରେଡ୍, ଜାରି ହେଲା କଡ଼ା ନିର୍ଦ୍ଦେଶ
- ରାଜ୍ୟସଭା ନିର୍ବାଚନକୁ ନେଇ ବଢ଼ିଲା ବିବାଦ: ଦୁଇ ବିଧାୟକଙ୍କ ଭୋଟକୁ ନେଇ CEOଙ୍କ ଦ୍ୱାରସ୍ଥ ହେଲା ବିଜେଡି
- ସୋସିଆଲ ମିଡିଆରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବର୍ଷିଲେ ସୌମ୍ୟଙ୍କ ମାମୁଁ
Comments are closed.