ଭୁବନେଶ୍ୱର: ଲଜ୍ଜାକର ଘଟଣା । ଦେବାଦେବୀଙ୍କ ପାଇଁ ନିୟୋଜିତ । ହେଲେ ମଣିଷଙ୍କ ଦ୍ୱାରା ନିର୍ଯ୍ୟାତିତ । ତାମିଲନାଡୁ ଥେକ୍କାମପଟ୍ଟିରେ ମାଈ ହାତୀ ଜୟମାଲ୍ୟଥାକୁ ଦୁଇଜଣ ମାହୁନ୍ତ ଅତି ନିର୍ମମ ଭାବେ ବାଡିରେ ପ୍ରହାର କରିଥିଲେ । ଜଣେ ପର୍ଯ୍ୟଟକ ଏହି ଭିଡିଓଟିକୁ ଭାଇରାଲ୍ କରିଥିଲାବେଳେ ସମସ୍ତ ଘଟଣା ଜାଣିବା ପାଇଁ ଭିଡିଓ ଉପରେ ନଜର ପକାନ୍ତୁ ।
BREAKING NEWS
- Ratna Bhandar: ପ୍ରଥମଦିନର ଗଣତି ମଣତି ପ୍ରକ୍ରିୟା ଶେଷ,ଅଳଙ୍କାର ବିଷୟରେ ସୂଚନା ନଦେବା ପାଇଁ ନିର୍ଦ୍ଦେଶ
- India not a dalal nation:”ଆମେ ପାକିସ୍ତାନ ପରି ଦଲାଲ ହୋଇପାରିବୁ ନାହିଁ”
- ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ
- ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ
- NASSCOM Awards: ସିଏସ୍ଏମ୍ ଟେକ୍ନୋଲୋଜିସ୍ କୁ GovTech ସମ୍ମାନ
- ଆଇପିଏଲ: ଆସନ୍ତୁ ଜାଣିବା କେଉଁ ଦଳ ଜିତିନି ଟାଇଟଲ
- CPET 2026:ଏହି ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା;ଆବେଦନ କଲେ ୫୮,୭୦୮ ଜଣ ଛାତ୍ରଛାତ୍ରୀ
- ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର
- Global arms smuggling network:ଦିଲ୍ଲୀରେ ଚୀନ୍, ଜର୍ମାନୀ ଏବଂ ତୁର୍କୀରେ ତିଆରି ହାଇଟେକ୍ ଅସ୍ତ୍ରଶସ୍ତ୍ର ଉଦ୍ଧାର;ରହିଛି ପାକ୍ ଲିଙ୍କ, ୧୦ ଗିରଫ
- Project Kusha: ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି, ସଫଳ ହେଲା DRDOର ପ୍ରୋଜେକ୍ଟ କୁଶା
Comments are closed.