Latest Odisha News

BREAKING NEWS

କୋଇଲା ଚୋରା ଚାଲାଣ ମାମଲା: ରୁଜିରାଙ୍କୁ ପଚରାଉଚରା ପାଇଁ ବାସଭବନ ପହଞ୍ଚିଲା ସିବିଆଇ

ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ମଙ୍ଗଳବାର ପହଞ୍ଚିଛନ୍ତି। ଅଭିଷେକ ବାନାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା।

ସୋମବାର ଦିନ କୋଇଲା ଚୋରା ଚାଲାଣ ମାମଲାରେ ରୁଜିରାଙ୍କୁ ସିବିଆଇ ଡକାଇଥିଲା କିନ୍ତୁ ରୁଜିରାଙ୍କ ଅନୁରୋଧ କ୍ରମେ ସିବିଆ ଆଜି ତାଙ୍କ ବାସଭବନରେ ପହଞ୍ଚି ପଚରାଉଚରା କରିବ।

Leave A Reply

Your email address will not be published.