ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘର(CAIT) ଭାରତ ବନ୍ଦର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ବାଣିଜ୍ୟିକ ବନ୍ଦରେ ସାମିଲ ହୋଇଛି ସିଏଆଇଟିର ଓଡ଼ିଶା ଶାଖା । ସମର୍ଥନ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ବନ୍ଦ ରହିଛି ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ।


ଭୁବନେଶ୍ୱର ରାଜରାସ୍ତାରେ କାଁ ଭାଁ ଗାଡ଼ିମୋଟର ଗଡୁଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ପରିବେଶ ଖାଁ ଖାଁ ଲାଗୁଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ବିଧାନସଭା ଏବଂ ଲୋକସେବା ଭବନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
BREAKING NEWS
- କିଏ ଗଢିଲା ‘କକ୍ରୋଚ୍ ଜନତା ପାର୍ଟି’; ମହୁଆ ଓ କୀର୍ତ୍ତି ଆଜାଦ ହେଲେ କର୍ମୀ
- ରାଜ୍ୟରେ କଲବଲ କରୁଛି ତାତି: ୪୫ ଡିଗ୍ରୀ ଛୁଇଁପାରେ ପାରଦ
- ରାଜ୍ୟରେ ତେଲ ସଂକଟ ନାହିଁ: ମୁଖ୍ୟ ଶାସନ ସଚିବ
- ସୌମ୍ୟ ରଞ୍ଜନ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ଚିହ୍ନଟ
- Shri Jagannath Museum:ରାଜ୍ୟରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର; ଖର୍ଚ୍ଚ ହେବ ୧ ହଜାର କୋଟି
- ତୈଳ ସଙ୍କଟ: ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି
- Gun Robbery:ପଞ୍ଚାୟତ ଅଫିସ୍ ନିକଟରୁ ଭତ୍ତା ଟଙ୍କା ଲୁଟ୍;ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ…
- ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ; ୫ ହଜାର ଲାଞ୍ଚ ନେଉଥିଲେ
- ପୁଣି ମହଙ୍ଗା ହେବ କି ପେଟ୍ରୋଲ-ଡିଜେଲ ?
- କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍, ଜାଣନ୍ତୁ କେତେ ସମ୍ପତିର ମାଲିକ
Comments are closed.