Latest Odisha News

ବାଲୁଚିସ୍ତାନରେ ମା’ଭବାନୀଙ୍କ ଚୈତ୍ର ପୂଜା

ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ ମିଶି ମା’ଙ୍କର ପୂଜା କରିଥାନ୍ତି । ବର୍ଷ ବର୍ଷ ଧରି ଏଠାରେ ଚାଲି ଆସୁଛି ଏହି ପରମ୍ପରା । ଯାହାକି ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ଏକତା ବଜାୟ ରଖିଛି

Leave A Reply

Your email address will not be published.