Latest Odisha News

ସୁସ୍ଥ ହେଲେ ଆଲିଆ

ମୁମ୍ବାଇ: କରୋନାରୁ ସୁସ୍ଥ ହେଲେ ଆଲିଆ। ଆଲିଆ ଭଟ୍ଟ ଆଜି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ସୂଚନା ଦେଇଛନ୍ତି ଯେ, ତାଙ୍କ ରିପୋର୍ଟ କୋଭିଡ୍‌ ନେଗେଟିଭ ଆସିଛି। ଆଲିଆ ଏପ୍ରିଲ୍ ୨ରେ କରୋନା ସଂକ୍ରମିତ ହୋଇଥିଲେ।

ଏହାପୂର୍ବରୁ ଆଲିଆଙ୍କ ବଏ୍‌ ଫ୍ରେଣ୍ଡ୍‌ ଅର୍ଥାତ୍‌ ଅଭିନେତା ରଣବୀର କପୁର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

Comments are closed.