ମୁମ୍ବାଇ: ବଲିଉଡ ସେଲିବ୍ରେଟିଙ୍କ ବିଷୟରେ ପ୍ରଶଂସକମାନେ ସବୁ କିଛି ଜାଣିବାକୁ ଚାହାନ୍ତି । ତେବେ ଏହି ସେଲିବ୍ରେଟିମାନେ ମଧ୍ୟ ଭୟ କରନ୍ତି । ଆସନ୍ତୁ ଜାଣିବା କେତେକ ସେଲିବ୍ରେଟି ଭୟ ବିଷୟରେ..
ଶାହାରୁଖ ଖାଁ : ବଲିଉଡ ସୁପରଷ୍ଟାର ହାତ ଉଠାଇ ସ୍ୱତନ୍ତ୍ର ଷ୍ଟାଇଲରେ ଛିଡା ହେବା ଆଇକନିକ ପୋଜକୁ ସମସ୍ତେ ପସନ୍ଦ କରିଥାନ୍ତି । ତେବେ ଶାହାରୁଖ ହାତ ଉପରକୁ ଉଠାଇବାକୁ ପସନ୍ଦ କରି ନ ଥାନ୍ତି । ତାଙ୍କ ଭୟ ଥାଏ ହାତ ଉପରକୁ ଉଠାଇଲେ କେହି ଏହାକୁ କାଟିନେବେ ।
ଅର୍ଜୁନ କାପୁର: ଫିଲ୍ମରେ ରଫ ଏବଂ ଟଫ ଦେଖାଯାଉଥିବା ଅର୍ଜୁନ କାପୁରଙ୍କୁ କିନ୍ତୁ ସିଲିଂ ଫ୍ୟାନକୁ ଭାରୀ ଭୟ । ଯେଉଁ ରୁମରେ ଏହି ଫ୍ୟାନ ଥାଏ ସେଠାରେ ସେ ରୁହନ୍ତି ନାହିଁ ।
କ୍ୟାଟ୍ରିନା କୈଫ: ବଲିଉଠର ଗ୍ଲାମରସ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଟମାଟୋ ପ୍ରତି ଏକପ୍ରକାର ଆଲର୍ଜି ରହିଛି । ଏଥିପାଇଁ ସେ ଏକ ଟମୋଟୋ ସସ୍ର ବିଜ୍ଞାପନ ମଧ୍ୟ କରି ନ ଥିଲେ । ଜିନ୍ଦେଗୀ ନା ମିଲେଗି ଦୋବାରାରେ ଟମାଟୋ ଫେଷ୍ଟିଭାଲ ଦୃଶ୍ୟ ଶୁଟ କରିବା ପାଇଁ ସମ୍ପୂର୍ଣ୍ଣ ଟିମ୍ ନାକେଦମ ହୋଇ ପଡିଥିଲେ ।
ରଣବୀର କାପୁର: ରଣବୀର କାପୁର ଅସରପା ଓ ବୁଢ଼ିୟାଣୀକୁ ଭୟ କରନ୍ତି । ଯେଉଁଠାରେ ସେ ଏହାକୁ ଦେଖନ୍ତି ସେ ସ୍ଥାନ ତୁରନ୍ତ ଛାଡି ଦିଅନ୍ତି ।
ଅଭିଷେକ ବଚ୍ଚନ: ବିଶ୍ୱାସ ନ ହେଲେ ବି ସତ ଅଭିଷେକ ବଚ୍ଚନଙ୍କୁ ଫଳ ଜମାରୁ ପସନ୍ଦ ନ ଥାଏ । ସେ ପ୍ରାୟତଃ ଫଳ ଖାଆନ୍ତି ନାହିଁ । ଆଖ ପାଖରେ ଫଳ ରହିଲେ ସେ ବ୍ୟସ୍ତ ବିବ୍ରତ ହୋଇ ପଡିଥାନ୍ତି ।
କଙ୍ଗନା ରାନାୱତ: କୁଇନ କଙ୍ଗନା ରାନାୱତଙ୍କୁ ସାପକୁ ଭାରୀ ଭୟ । ସେ ତାଙ୍କ ଭୟ ବିଷୟରେ ଖୋଲି କରି କୁହନ୍ତି ନାହିଁ ।
ସୋନମ କାପୁର: ଲିଫ୍ଟ ଏବଂ ଏଲିଭେଟରକୁ ସୋନମ କାପୁର ଭୟ କରନ୍ତି । କାଳେ ଏକ ଅଟକିଯିବ ଏହି ଭୟ ତାଙ୍କୁ ସର୍ବଦା ଗ୍ରାସ କରିଥାଏ ।
BREAKING NEWS
- Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!
- ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ
- ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର
- Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା ISIର ଚକ୍ରାନ୍ତ
- ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ
- ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର
- ଚୀନ୍ ସହ ସୀମା ବିବାଦ ନେଇ ଆଲୋଚନା କରିବେ ଅଜିତ ଡୋଭାଲ: ବେଜିଂ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲା ଭାରତ
- ବ୍ରାଣ୍ଡେଡ୍ ଘଣ୍ଟା ନାଁରେ କରୁଥିଲେ ନକଲି ଘଣ୍ଟା ବିକ୍ରି; ୪ ଗିରଫ,ଶହ ଶହ ନକଲି ଘଣ୍ଟା ଜବତ
- ନୂଆ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ଢାକାର ସଂକେତ, ଭାରତ ପାଇଁ ବଢ଼ିଲା ସୁରକ୍ଷା ଚିନ୍ତା

Comments are closed.