Latest Odisha News

BREAKING NEWS

ନନ୍ଦନକାନନରୁ ୧୩ ପଶୁପକ୍ଷୀ ଗଲେ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ 

ବାରଙ୍ଗ: ଆଜି ଭୁୂବନେଶ୍ବର ନନ୍ଦନକାନନରୁ ମଧ୍ୟପ୍ରଦେଶ ପୁଣି ପଶୁପକ୍ଷୀ ଅଦଳବଦଳ ହୋଇଛନ୍ତି । ନନ୍ଦନକାନନରୁ ୧୩ ପଶୁପକ୍ଷୀଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଚିଡିଆଖାନାକୁ ପଠାଯାଇଛି । ଧଳା ବାଘୁଣୀ ଓ କଳା ବାଘ, ୩ଟି ଘଡିଆଳ କୁମ୍ଭୀର, ୮ଟି ପିଜାଣ୍ଟକୁ ଇନ୍ଦୋର କମଳା ନେହୁର ପାର୍କ ପଠାଯାଉଛି । 

ଗତ ଡିସେମ୍ବର ମାସ ୨୦ ତାରିଖରେ ସେଠାରୁ ଦୁଇଟି ସିଂହ, ୩ଟି ଘଡିଆଳ କୁମ୍ଭୀର, ୨ଟା ଗଧିଆ ଏବଂ ଗୋଟିଏ କୋକିଶିଆଳୀ ନନ୍ଦନକାନନକୁ ଅଣାଯାଇଥିଲା । 

Leave A Reply

Your email address will not be published.