କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଚି ମାରିଛି ଡ୍ରାଇଭର । ମୃତକଙ୍କ ପରିଚୟ ମିଳି ନାହିଁ । ଦୁର୍ଘଟଣାସ୍ଥଳରେ ଯଶୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
BREAKING NEWS
- ହାତକୁ ଦି ହାତ ହେବେ ଅନୁଭବ-ଜାଗ୍ରତି, ରାଜସ୍ଥାନରେ ହେବ ଡେଷ୍ଟିନେସନ୍ ୱେଡିଂ
- ବାହା ହେବେ ବିଜେଡି ନେତା ପ୍ରଦୀପ ମାଝୀ, ଗୋଆରେ ହେବ ଡେଷ୍ଟିନେସନ ୱେଡିଂ
- ଜାଇଫଳ ଦୂର କରେ ଅନେକ ରୋଗ!
- ଏବର୍ଷ ୨ ପରାଗ, ୨ ଗ୍ରହଣ: ମାର୍ଚ୍ଚ ୧୪ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଭାରତ ଉପରେ ପଡିବ କି ପ୍ରଭାବ?
- କିଡନୀ ଖରାପ ହେଲେ ଶରୀରର ଏହି ସ୍ଥାନମାନଙ୍କରେ ହୁଏ ଯନ୍ତ୍ରଣା, କରନ୍ତୁ ନାହିଁ ଅବହେଳା..
- ସବୁ ଜିଲ୍ଲାରେ ଲକ୍ଷପତି ଦିଦି କର୍ମଶାଳା: ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କୁ ନେଇ ବୈଠକ
- କେତେ ପ୍ରକାରର ଅଛି ଏସପିଏଫ୍ ସନସ୍କ୍ରିନ୍, ଆପଣଙ୍କ ପାଇଁ କେଉଁଟି ଉପଯୁକ୍ତ?
- ରାଜ୍ୟରେ କଲବଲ କରିବ ତାତି: ୧୩ ଓ ୧୪ରେ ବଢ଼ିବ ଗ୍ରୀଷ୍ମ ପ୍ରକୋପ, ୬ ଜିଲ୍ଲାକୁ ଆଲର୍ଟ
- ଏକ୍ସ ଉପରେ ସାଇବର ଆଟାକ
- ପୋଲିସ ଓ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଅପରାଧୀ ଆହତ
Comments are closed.