ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ଅଛନ୍ତି ୩ ଜଣ ଲେଖାଏ ଆକ୍ରାନ୍ତ । ସେହିପରି ବୌଦ୍ଧ, ଗଞ୍ଜାମ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ଗତ ୭ ଦିନରେ ରାଜ୍ୟରୁ ମହାମାରୀ କେବଳ ୫୯ ଜଣଙ୍କ ଜୀବନ ନେଲାଣି ।
BREAKING NEWS
- CM’s Grievance Hearing: ଏହି ୨ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
- ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ଅନିବାର୍ଯ୍ୟ
- ଟେଷ୍ଟରୁ ଅବସର କଣ ପାଇଁ ନେଲେ କହିଲେ କୋହଲି
- ବଡ଼ ଚେତାବନୀ: ବନ୍ଦ ହେବ କି ବସ୍ ଓ ଟ୍ରକ୍ ଚଳାଚଳ? ସମାଧାନ ପାଇଁ ୪୮ ଘଣ୍ଟା ମାଗିଲା ପରିବହନ କର୍ତ୍ତୃପକ୍ଷ
- ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ତେଲ ସରୁଛି ନା ଧୈର୍ଯ୍ୟ? ଆଇଓସିଏଲ ରଖିଲା ସ୍ପଷ୍ଟୀକରଣ
- SC to conduct virtual hearings:ତୈଳ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨ ଦିନ ଭର୍ଚୁଆଲ୍ ଶୁଣାଣି
- ତେଲ ଭଣ୍ଡାର ଓ ଏଲପିଜି ଯୋଗାଣ ନେଇ ଭାରତ-ୟୁଏଇ ମଧ୍ୟରେ ନୂଆ ବୁଝାମଣା
- ଚେନ୍ନାଇ, ଆରସିବି ଘୋଷଣା କଲେ ବଦଳ ଖେଳାଳିଙ୍କ ନାମ
- ପେଟ୍ରୋଲ ଓ ଡିଜେଲର ଅଭାବୀ ବିକ୍ରି; ବଢିବ କି ସମୁଦ୍ର ମାଛ ଦର? ହାତବାନ୍ଧି ବସିଲେଣି ମତ୍ସ୍ୟଜୀବୀ…
- ସବୁଠୁ ଉତ୍ତପ୍ତ ସହର ପାଲଟିଲା ରାଜଧାନୀ ଭୁବନେଶ୍ୱର
Comments are closed.