Latest Odisha News

BREAKING NEWS

ମେ ୯ରେ ରିଲିଜ କରିବ ଜରିନ୍ ଖାନଙ୍କ ଅଭିନୀତ ‘ଫିଲ୍ମ ହମ୍ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍ ଖାନ୍ ଏବଂ ଅଶୁଂମାନ ଝାଙ୍କ ଅଭିନୀତ ହମ୍ ଭୀ ଅକେଲେ, ତମ୍‌ ଭୀ ଅକେଲେ ଆସନ୍ତା ୯ ରେ ଡିସ୍ନି + ହଟଷ୍ଟାର୍ ଭିଆଇପିରେ ରିଲିଜ ହେବାକୁ ଯାଉଛି। OTT ପ୍ଲାଟଫର୍ମ ଗତକାଲି ଏହାର ଫିଲ୍ମର ଟ୍ରେଲର ରିଲିଜ୍ କରିଛି। ଫାଷ୍ଟ ରେ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ହମ୍ ଭୀ ଅକେଲେ, ତମ୍‌ ଭୀ ଅକେଲେ,ରେ ଜରିନ୍ ଖାନ୍ ଏବଂ ଅଶୁଂମାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Leave A Reply

Your email address will not be published.