ବାଲେଶ୍ୱର: ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ଥଇଥାନକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଜିରୋ କାଜୁଆଲିଟିକୁ ଫୋକସ କରି ମୁକାବିଲା ପ୍ରସ୍ତୁତି ଚାଲିଛି । ବାତ୍ୟାରେ ବାଲେଶ୍ୱର ଜିଲ୍ଲା ବେଶୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିୟୋଜିତ ହୋଇଛନ୍ତି ଓଡ୍ରାଫର ୧୨ଟି ଟିମ୍ । ବାଲେଶ୍ୱର ଜିଲ୍ଲାର ୩୦ ଜଣିଆ ଟିମ୍ ସହ ଦେବଗଡ଼ରୁ ୪୦ ଜଣିଆ ଟିମ୍, ବୌଦ୍ଧରୁ ୩୩ଜଣିଆ ଟିମ୍ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୮ ଜଣିଆ ଟିମ୍ ପହଞ୍ଚି ସଜାଗ ଅଛନ୍ତି ।

ଉଦ୍ଧାର ଓ ଥଇଥାନ କାମ ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସରଞ୍ଜାମ ସହ ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ରହିବେ । ନିର୍ଦ୍ଦେଶ ଅନୁସାରେ ଆଜି କିମ୍ବା ଆସନ୍ତାକାଲି ସେମାନେ ଗ୍ରାଉଣ୍ଡକୁ ଯିବେ । ସେହିପରି ବାଲେଶ୍ୱର ଜିଲ୍ଲାରେ ଏନଡିଆରଏଫର ୭ଟି ଟିମ୍ ବି ପହଞ୍ଚି ସାରିଛି ।
BREAKING NEWS
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ
- Pak Navy Ship: ଧକ୍କା ହେଲା ଭାରତ-ପାକ୍ ନୌସେନା ଜାହାଜ, ପାକ୍ ଦୂତଙ୍କୁ ଡାକି ବର୍ଷିଲା ଭାରତ!
- Bengaluru Woman Died: ଚକୋଲେଟ୍ ଖାଇଲେ, ଗାଧୋଇ ଗଲେ…କିଛି ମିନିଟ୍ ପରେ ଚାଲିଗଲା ଜୀବନ!

Comments are closed.