Latest Odisha News

BREAKING NEWS

ରାଜଧାନୀରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର। ତେବେ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନଥିବା ଜଣାପଡ଼ିଛି।

ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଥିଲା ୯୯.୬୫ ଟଙ୍କା। ଏଥିରେ ୩୬ ପଇସା ବୃଦ୍ଧି ଘଟିଛି।

କଟକ ସହରରେ ପେଟ୍ରୋଲ ଏବଂ ଡିଜେଲ ଯଥାକ୍ରମେ ୧୦୦.୨୭ ଏବଂ ଲିଟର ପିଛା ୯୭.୫୦ ଟଙ୍କା ବିକ୍ରି ହୋଇଥିଲା।

ପେଟ୍ରୋଲ ମୂଲ୍ୟ ୨୦ ଟି ଜିଲ୍ଲାରେ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହିଆସିଛି ଏବଂ ମାଲକାନଗିରିରେ ସର୍ବାଧିକ ୧୦୫.୦୮ ଟଙ୍କା ରହିଛି।

Comments are closed.