କେନ୍ଦୁଝର: ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ତଳ ଚଂପେଇ ପଂଚାୟତର ସିନ୍ଦୁରିଆ ଜଙ୍ଗଲରେ ଏକ ମାଈ ହାତୀକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହାତୀର ବୟସ ପ୍ରାୟ ୫୦ ହେବ । ଜଙ୍ଗଲରେ ଛଅଟି ହାତୀ ଗତ କାଲି ଘୁରିବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ତେବେ ସେମାନଙ୍କ ମଧ୍ୟରେ ଲଢେ଼ଇ ହେବାରୁ ବା ଅନ୍ୟ କୌଣସି କାରଣରୁ ଉକ୍ତ ମାଈ ହାତୀଟି ପାହାଡ଼ରୁ ଖସି ପଡିବା ଫଳରେ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀର ଚିକିତ୍ସା କରୁଥିବା ଜଣା ପଡିଛି । ଡିଏଫଓ କେନ୍ଦୁଝର ଅଜିତ ସତପଥି କହିଛନ୍ତି ଯେ ବୟସ ଅଧିକ କାରଣରୁ ହାତୀଟି ଅସୁସ୍ଥ ହୋଇ ପଡ଼ିଛି। ତେବେ ସଠିକ୍ କାରଣ ଚିକିତ୍ସା ପରେ ଜଣା ପଡ଼ିବ ।
BREAKING NEWS
- ସକାଳୁ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ଜୀବନ
- CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଆହ୍ବାନ
- Compressed Bio-Gas: ଭୁବନେଶ୍ୱରରେ ୧୭୫ କୋଟିର ବାୟୋ-ଗ୍ୟାସ ପ୍ଲାଣ୍ଟ, ଅଳିଆରୁ ବାହାରିବ ସବୁଜ ଇନ୍ଧନ!
- PM-KISAN ସହାୟତା, ଓଡ଼ିଶାର ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ୬୯୨ କୋଟି ଟଙ୍କା
- Meloni blasts Trump: ମୁହାଁମୁହିଁ ମେଲୋନି-ଟ୍ରମ୍ପ, ତେଜିଲା ବାକ୍ ଯୁଦ୍ଧ…ସୋସିଆଲ ମିଡିଆରେ ବର୍ଷିଲେ ଇଟାଲୀୟ ପ୍ରଧାନମନ୍ତ୍ରୀ
- International Yoga Day 2026 : କୋଲକାତାରେ ୩୫,୦୦୦ ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ, ‘୩୦ ଅପେକ୍ଷା ୫୦ରେ ବେଶୀ ଏନରଜେଟିକ୍…’
- RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…
- ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି
- ମହିଳାମାନଙ୍କ ଠାରୁ ୧.୩୮ କୋଟି ଠକିଥିବା ମହିଳା ଧରାପଡିଲେ
- ଆଉ ନାହାଁନ୍ତି ଅନ୍ତର୍ଜାତୀୟ ତୀରନ୍ଦାଜ ରାଜେଶ ହାସଁଦା; କ୍ରୀଡ଼ା ଜଗତରେ ଶୋକର ଛାୟା

Comments are closed.