ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଅଭିଭାଷଣ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରାଜ୍ୟରେ ଆଉ ଚାରୋଟି ନୂତନ ଜିଲ୍ଲା ଏବଂ ୧୮ ଟି ନୂଆ ତହସିଲ ସାମିଲ୍ ହେବା ନେଇ ଘୋଷଣା କରିଛନ୍ତି।
ନୂତନ ଜିଲ୍ଲାଗୁଡ଼ିକ ହେଉଛି ମୋହଲା ମନପୁର, ସାରଙ୍ଗର-ବିଲାଏଗଡ, ଶକ୍ତି, ମାନେନ୍ଦ୍ରଗଡ।
ବର୍ତ୍ତମାନ ଛତିଶଗଡରେ ୨୮ ଟି ଜିଲ୍ଲା ଅଛି ଏବଂ ଚାରୋଟି ନୂତନ ଜିଲ୍ଲା ଘୋଷଣା ପରେ ଏହି ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି।
Comments are closed.