Latest Odisha News

BREAKING NEWS

Browsing Tag

Chhatisgarh

ଛତିଶଗଡରେ ୪ ମାଓବାଦୀ ନିପାତ, ୩ ରାଇଫଲ୍ ଜବତ

ରାୟପୁର: ଛତିଶଗଡରେ ୪ ମାଓବାଦୀ ନିପାତ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଏହାସହିତ ସେମାନଙ୍କ ଠାରୁ ୩ଟି ରାଇଫଲ୍ ଜବତ ହୋଇଛି । ନିହତ ୪ ମାଓବାଦୀ ମଧ୍ୟରୁ ୨ଜଣ ମହିଳା । ବିଜେପୁର ପୋମରା ଗାଁରେ ସକାଳ ସାଢେ ସାତଟାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ମାଓବାଦୀ…

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ…

80 ଫୁଟ ତଳେ ରାହୁଲର 105 ଘଣ୍ଟାର ସଂଘର୍ଷ

ବିଳାସପୁର: 80 ଫୁଟର ଗାତ ଭିତରେ ଥିଲା ରାହୁଲ । ଜୀବନ, ମୃତ୍ୟୁ ସହ ସଂଘର୍ଷ କରୁଥିଲା 10 ବର୍ଷର କଅଁଳ ପିଲା । ଜୀବନକୁ ଭଲ ଭାବେ ଜାଣିନଥିବା ରାହୁଲ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଗାତ ଭିତରେ । ବଞ୍ଚିବ କି ମରିବ ଏହି ଚର୍ଚା ଚାଲିଥିଲା ସାରା ଦେଶରେ । କିନ୍ତୁ ରାହୁଲ ନିଶ୍ଚୟ କରିଥିଲା ସେ…

ବଡ଼ ଖବର: ୧୦୪ ଘଣ୍ଟା ପରେ ବୋରଓ୍ୱେଲରୁ ଉଦ୍ଧାର ହେଲେ ଦିବ୍ୟାଙ୍ଗ ରାହୁଲ

ରାୟପୁର: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ୧୦୪ ଘଣ୍ଟାର ଅପରେସନ ପରେ ବୋରଓ୍ୱେଲରେ ଫଶିଥିବା ଦିବ୍ୟାଙ୍ଗ ରାହୁଲ୍ ସାହୁଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍। ଛତିଶଗଡ ଜାଞ୍ଜଗିର ଜିଲ୍ଲାର ପିହରିଦ ଗାଁରେ ଶୁକ୍ରବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରଓ୍ୱେଲ ଭିତରେ ଖସିପଡିଥିଲେ ରାହୁଲ।…

ଛତିଶଗଡରେ ସାମିଲ୍‌ ହେଲା ଆଉ ୪ ଜିଲ୍ଲା ଓ ୧୮ଟି ତହସିଲ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସରେ ଜନସାଧାରଣଙ୍କୁ ଅଭିଭାଷଣ ବେଳେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ରାଜ୍ୟରେ ଆଉ ଚାରୋଟି ନୂତନ ଜିଲ୍ଲା ଏବଂ ୧୮ ଟି ନୂଆ ତହସିଲ ସାମିଲ୍‌ ହେବା ନେଇ ଘୋଷଣା କରିଛନ୍ତି। ନୂତନ ଜିଲ୍ଲାଗୁଡ଼ିକ…

ଛତିଶଗଡ଼ରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୧୦ ଗୁରୁତର

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଆଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି ଆହତ ହୋଇଛନ୍ତି ଆଉ ୧୦ ଯବାନ । ସହିଦ ଯବାନ ହେଉଛନ୍ତି ନୀତିନ ଭାଲେରାଓ । ସେ…