Latest Odisha News

BREAKING NEWS

MAMI ର ନୂଆ ଚେୟାରପର୍ସନ ହେ‌ଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ଚଳଚ୍ଚିତ୍ର ମହୋତ୍ସବର ନୂଆ ଚେୟାରପର୍ସନ ପଦରେ ଅବସ୍ଥାପିତ ହୋଇଛନ୍ତି। ମଙ୍ଗଳବାର ଦିନ ଏ ନେଇ ଘୋଷଣା କରାଯାଇଛି।

ସେ ସର୍ବସମ୍ମତି କ୍ରମେ MAMI ର ଟ୍ରଷ୍ଟି ବୋର୍ଡ ଦ୍ୱାରା ମନୋନୀତ ହୋଇଥିଲେ। ବୋର୍ଡ  ଆଉ ୨ ଜଣ ନୂତନ ସଦସ୍ୟ ତଥା ଚଳଚ୍ଚିତ୍ର ନିର୍ମାତା ଅଞ୍ଜଲି ମେନନ୍ ଏବଂ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଶିବେନ୍ଦ୍ର ସିଂ ଦୁଙ୍ଗରପୁରକୁ ମଧ୍ୟ ସ୍ୱାଗତ କରିଛି।

ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, “ଜିଓ ମାମି ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବର ଚେୟାରପର୍ସନ ଭାବରେ ମୁଁ ଅତ୍ୟନ୍ତ ଗର୍ବିତ।

Comments are closed.