Latest Odisha News

BREAKING NEWS

Browsing Tag

Priyanka Chopra

ଭଉଣୀ ନିର୍ବନ୍ଧ ପାଇଁ ଭାରତ ଆସିଲେ ପ୍ରିୟଙ୍କା

ମୁମ୍ବାଇ : ବଲିଉଡ ତଥା ରାଜନୀତିର ଚର୍ଚ୍ଚିତ ଯୋଡ଼ି ରାଘବ ଓ ପରିଣୀତି । ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ଉଭୟଙ୍କର ନିର୍ବନ୍ଧ । ସେଥିପାଇଁ ସଜେଇ ହୋଇଛି ମଣ୍ଡପ । ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ନିର୍ବନ୍ଧ ହେବ। ଆଜିର ଏହି ନର୍ବନ୍ଧରେ ଉଭୟଙ୍କ…

ସ୍ୱାମୀଙ୍କ ସହ ଡେଟରେ ଯାଇ ଚର୍ଚ୍ଚାରେ ପ୍ରିୟଙ୍କା; ଭାଇରାଲ୍‌ ହେଉଛି ଫଟୋ

ନୂଆଦିଲ୍ଲୀ : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ନିଜ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା । ବର୍ତ୍ତମାନ ସେ କୌଣସି ଲୁକ୍‌ କିମ୍ବା ସିନେମା ପାଇଁ ନୁହେଁ ବରଂ ସ୍ୱାମୀଙ୍କ ସହ ଡେଟ୍‌ କରିବାକୁ ଯାଇ ଚର୍ଚ୍ଚାରେ…

୩ ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍ ଆଜିଯାଏଁ ଚର୍ଚ୍ଚାରେ ରହିଆସିଛନ୍ତି । ଏନେଇ ଏକ ଖବର ପ୍ରକାଶ କରି ପୁଣି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି। ସ୍ଵାମୀ ନିକ୍‌ ଏବଂ ଝିଅ…

ଧୁମଧାମରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ଦେଶୀ ଗାର୍ଲ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିଭା ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛି। ଏହା ସହିତ ସେ ତାଙ୍କ ସ୍ୱାମୀ ନିକଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ପାଇଁ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ…

ଝିଅର ପ୍ରଥମ ଝଲକ ଦେଖାଇଲେ ପ୍ରିୟଙ୍କା ଚୋପ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ଝିଅକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଶେଷରେ ସାମନାକୁ ଆସିଛି ପ୍ରିୟଙ୍କାଙ୍କ ଝିଅ ମାଳତୀ ମାରିଆଙ୍କ ପ୍ରଥମ ଝଲକ । ମାତୃତ୍ୱ ଦିବସ ଅବସରରେ ଝିଅ ସହ ଫଟୋ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା ।…

ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ମାଆ ହେଲେ ପ୍ରିୟଙ୍କା ଚୋପ୍ରା । ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ସରୋଗେସୀ ଜରିଆରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ନିଜ ଘରକୁ ନୂଆ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି । ମାଆ ହେବା ଖୁସି ଖବର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା। ଏ ନେଇ ‌ପ୍ରୋଡ୍ୟୁସର୍‌ସ ଗିଲ୍ଡ ଅଫ୍‌ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ଏକ ନନ୍‌ ପ୍ରଫିଟ୍‌ ଟ୍ରେଡ୍‌ ସଂସ୍ଥା ଯେଉଁଥିରେ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ନ୍ୟୁ ମିଡିଆ…

MAMI ର ନୂଆ ଚେୟାରପର୍ସନ ହେ‌ଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ମୁମ୍ବାଇ ଏକାଡେମୀ ଅଫ୍ ମୁଭିଙ୍ଗ୍ ଇମେଜ୍ (MAMI) ଚଳଚ୍ଚିତ୍ର ମହୋତ୍ସବର ନୂଆ ଚେୟାରପର୍ସନ ପଦରେ ଅବସ୍ଥାପିତ ହୋଇଛନ୍ତି। ମଙ୍ଗଳବାର ଦିନ ଏ ନେଇ ଘୋଷଣା କରାଯାଇଛି। ସେ ସର୍ବସମ୍ମତି କ୍ରମେ MAMI ର ଟ୍ରଷ୍ଟି ବୋର୍ଡ ଦ୍ୱାରା…

ଇନଷ୍ଟାଗ୍ରାମ ରିଚ୍‌ ତାଲିକାରେ ୨୭ ତମ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୨୧ର ଇନଷ୍ଟାଗ୍ରାମ ରିଚ୍‌ ତାଲିକାରେ ୨୭ ତମ ସ୍ଥାନ ଅଧିକାର କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବ‌ା ପ୍ରଥମ ଭାରତୀୟ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ସେ ଫଟୋ-ବ୍ଲଗିଂ ଆପରେ ସେୟାର କରିଥିବା ପ୍ରତ୍ୟେକ ପ୍ରମୋସନାଲ ପୋଷ୍ଟ…

କରୋନା ରୋଗୀଙ୍କ ସହାୟତା ଲାଗି ୨୨ କୋଟି ଯୋଗାଡ କଲେଣି ପ୍ରିୟଙ୍କା

ମୁମ୍ବାଇ: କରୋନା ରୋଗୀଙ୍କ ସହାୟତା ଲାଗି ଗିଭ୍‌ ଇଣ୍ଡିଆ ସହିତ ମିଳିତ ଭାବେ ପ୍ରିୟଙ୍କା ଚୋପ୍ରାଙ୍କ ୩ ମିଲିୟନ୍ ଡଲାର୍ (୨୨ କୋଟି ଟଙ୍କା) ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି। ପାଣ୍ଠି ସଂଗ୍ରହ ସହିତ ପ୍ରିୟଙ୍କାଙ୍କ ଫାଉଣ୍ଡେସନ ୫୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର କ୍ରୟ କରିବାରେ ସକ୍ଷମ…