ସୁବର୍ଣ୍ଣପୁର: ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ପଡିଆଝୁଲି ଗାଁ ରେ ଏପରି ଅଘଟଣ ଘଟିଛି।ପାଖ ଜଙ୍ଗଲରେ ଥିବା ସାଗୁଆନ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ସଦର ପୋଲିସ ଉଦ୍ଧାର କରିଛି ।ମୃତ ଯୁବକ ଜଣକ ଝାଡଖଣ୍ଡ ସିଂହଡା ଗାଁ ର ଜୀବନ ମଳ ବୋଲି ଜଣାପଡିଛି। ସେ ଦୀର୍ଘଦିନ ହେଲା ସୋନପୁରରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସେପଟେ ମୃତକଙ୍କ ଘରକୁ ପୋଲିସ ଖବର ପଠାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରି ରଖିଛି।
BREAKING NEWS
- Heavy Rains Trigger Landslides:ଗଭୀର ଅବପାତ ପ୍ରଭାବ:ରେଳ ଧାରଣାରେ ଭୂସ୍ଖଳନ,ରେଳ ଚଳାଚଳ ବାଧାପ୍ରାପ୍ତ
- ବିଜେଡି ଆଦିବାସୀ ସେଲ୍ର ମୁଖିଆ ହେଲେ ସୁଦାମ ମାର୍ଣ୍ଡି, ନବୀନ ମାରିଲେ ମୋହର
- BLOଙ୍କ ପାଇଁ ବଡ଼ ଖବର: ମିଳିବ ବଡ଼ ଆର୍ଥିକ ପ୍ରୋତ୍ସାହନ
- ଆଉ ନାହାନ୍ତି ବଲିଉଡ୍ ଆକ୍ଟର ମୁସ୍ତାକ ଖାନ
- ଗ୍ଲୋବାଲ୍ ଆଥଲେଟ୍ ପାର୍ଟନର୍ସ : ଅନୁଷ୍କା ଶର୍ମା ଟପ-୫ରେ ସାମିଲ ହେବାରେ ଏକମାତ୍ର ଭାରତୀୟ
- Ends India’s 16-year medal wait:୧୬ ବର୍ଷର ଅପେକ୍ଷାର ଅନ୍ତ…ଭାରତର ଝିଅ ସୀମା ଜିତିଲେ ବ୍ରୋଞ୍ଜ; ଏପଟେ ମିକ୍ସଡ ରିଲେରେ ଭାରତକୁ ରୌପ୍ୟ
- ଚଳିତ ବର୍ଷ ଲାଇଭ ଷ୍ଟ୍ରିମ ହେବ କଟକ ଦୁର୍ଗାପୂଜା ଓ ଭସାଣି
- ନକଲି ସିମ୍ କାରବାର ଠାବ, ୩ ଅଭିଯୁକ୍ତ ଗିରଫ
- Fake Baba Gang Arrested: ତିନି ଭଣ୍ଡ ବାବା ଗିରଫ;ସୁନା ଅଳଙ୍କାର, ଟଙ୍କା ଜବତ
- ଭାରତର ସାହାଯ୍ୟ ଅପେକ୍ଷାରେ ବାଂଲାଦେଶ ବ୍ୟବସାୟୀ: ଗହମ ପାଇଁ ଭାରତ ଉପରେ ନିର୍ଭର କରୁଛି ଢାକା

Comments are closed.