Latest Odisha News

BREAKING NEWS

ରାଗିଗଲେ ଟଲିଉଡ ଷ୍ଟାର ନାଗା ଚୈତନ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ନାଗା ଚୈତନ୍ୟ ତାଙ୍କ ବିବାହ ବିଚ୍ଛେଦ ଖବର ନେଇ ମୁହଁ ଖୋଲିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ସମନ୍ଥା ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ଗୁଜବ ଉଠିଥିଲା । ଏହା ଏକ ମିଛ କଥା ଆମ ଭିତରେ ଉତମ ବୁଝାମଣା ରହିଛି ବୋଲି ସେ କହିଛନ୍ତି ।

ତେବେ ଟିଆରପି ବଢ଼ାଇବା ଉଦ୍ଦେଶ୍ୟରେ ବାରମ୍ବାର ମିଛ ଖବର ପରିବେଷଣ ନିଶ୍ଚିତ ଭାବେ ଅସହ୍ୟ ବୋଲି ସେ କହିଛନ୍ତି । ବ୍ୟକ୍ତିଗତ ଓ ପେଷାକୁ ଅଲଗା ଅଲଗା ସ୍ଥାନରେ ରଖାଯିବା ଉଚିତ । କାହାର ପାରିବାରିକ ଜୀବନକୁ ନେଇ ମିଛରେ ହୋ ହଲ୍ଲା କରିବା ଠିକ ନୁହେଁ ବୋଲି ନାଗା ଚୈତନ୍ୟ କହିଛନ୍ତି ।

Leave A Reply

Your email address will not be published.