କେନ୍ଦୁଝର : କିଛି ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେନ୍ଦୁଝରରେ କୁହୁଡିଆ ପାଗ । ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ହୋଇଯାଇଥିଲା ପୁରା କେନ୍ଦୁଝର । କୁହୁଡି ଯୋଗୁ ଗାଡିମଟରରୁ ନେଇ ଯିବା ଆସିବାରେ ବହୁ ଅସୁବିଧା ଦେଖିବାକୁ ମିଳିଥିଲା । ତେବେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶ ନଷ୍ଟ ଯୋଗୁ ଜଳବାୟୁରେ ପରିବର୍ତ୍ତନ ହେଉଛି । ଏନେଇ ବିଭିନ୍ନ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଥିବା କୁହନ୍ତି ପରିବେଶବିତ୍ ।
BREAKING NEWS
- India Squad for England ODI Series: ଭାରତୀୟ ODI ଦଳ ଘୋଷଣା, ଯଶସ୍ୱୀ ଜୟସ୍ୱାଲ ଆଉଟ୍
- ନୂଆ ବିଶ୍ୱରେକର୍ଡ କଲେ ଭାରତର ବୈଭବ ସୂର୍ଯ୍ୟବଂଶୀ
- ରାଜଧାନୀରେ ବୁଲିଲା ଖଣ୍ଡା, ବାପା ଓ ପୁଅ ଆହତ
- ନୌସେନାରେ ସାମିଲ ହେଲା ୩ ସ୍ୱଦେଶୀ ଯୁଦ୍ଧଜାହାଜ;ସାମୁଦ୍ରିକ ଶକ୍ତି ଅର୍ଥନୈତିକ ଏବଂ ରଣନୈତିକ ଶକ୍ତିର ପ୍ରମୁଖ ପରିଚୟ କହିଲେ ପିଏମ୍
- ଏସଆଇଆରରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ପ୍ରଥମ
- ଭିନ୍ନକ୍ଷମଙ୍କ ସହ ବିବାହ କଲେ ଓଡ଼ିଶା ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା, ଜାରି ହେଲା କଡ଼ା ଗାଇଡ୍ଲାଇନ୍
- ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଝଡ଼ବର୍ଷା ସହ ବିଜୁଳି ଘଡ଼ଘଡ଼ି ଚେତାବନୀ
- ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…
- ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ
- Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର

Comments are closed.