ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପର ବାଳକ ଏବଂ ବାଳିକା ବିଭାଗ ସେମି ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ବାଳକ ବିଭାଗର ପ୍ରଥମ ସେମିରେ ମହାରାଷ୍ଟ୍ର-ଓଡିଶା ଏବଂ ଦ୍ୱିତୀୟରେ ଦିଲ୍ଲୀ-ପଶ୍ଚିମବଙ୍ଗ ମଧ୍ୟରେ ମୁକାବିଲା ହେବ ।
ପୂର୍ବରୁ କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ର ୧୦-୮ରେ ଛତିଶଗଡକୁ, ଓଡିଶା ୧୯-୮ରେ ତେଲେଙ୍ଗାନାକୁ, ଦିଲ୍ଲୀ ୧୦-୯ରେ ଆନ୍ଧ୍ରପ୍ରଦେଶକୁ ଓ ଟାଇ ମ୍ୟାଚରେ ପଶ୍ଚିମବଙ୍ଗକୁ କୋହ୍ଲାପୁର ହରାଇଥିଲା ।
ସେହିପରି ବାଳିକା ବିଭାଗ ସେମିଫାଇନାଲରେ ଓଡିଶା-ମହାରାଷ୍ଟ୍ର ଓ କର୍ଣ୍ଣାଟକ-କୋହ୍ଲାପୁରକୁ ଭେଟିବ । କ୍ୱାର୍ଟରରେ ମହାରାଷ୍ଟ୍ର ୧୦-୮ରେ ତାମିଲନାଡୁକୁ, ଓଡିଶା ୧୩-୫ରେ ପଶ୍ଚିମବଙ୍ଗକୁ, କୋହ୍ଲାପୁର ୮-୭ରେ ପଶ୍ଚିମବଙ୍ଗକୁ ଓ କର୍ଣ୍ଣାଟକ ୧୦-୮ରେ ରାଜସ୍ଥାନକୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ ।
BREAKING NEWS
- ବୈଭବଙ୍କ ଉପରେ ଷ୍ଟଡି କରିବ ଆଇଆଇଏମ ଇନ୍ଦୋର
- Tigress Jinnat:ବନ୍ୟଜୀବ ପ୍ରେମୀଙ୍କ ପାଇଁ ଖୁସି ଖବର;ମା’ ହେଲା ବାଘୁଣୀ ‘ଜିନ୍ନତ’
- ଓଡ଼ିଶାକୁ ‘PM Surya Ghar Excellence Awards’; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
- ଜୁନ ୪ରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ…
- ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
- Putin’s anti-ageing push: ମଣିଷକୁ ଅମର କରିଦେବେ ପୁଟିନ୍?
- ଭାରତ-ନେପାଳ ସୀମା ବିବାଦର ଅସଲ କାହାଣୀ
- Bus fares hiked:ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର;ଜାଣନ୍ତୁ କେତେ ବୃଦ୍ଧି ପାଇଲା..
- Modi to Surpass Nehru: ୧୦ ଜୁନରେ ଏହି ରେକର୍ଡ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦି…ସୋସିଆଲ ମିଡିଆରେ ନୁହେଁ, ଘରେ ଘରେ ପହଞ୍ଚିବେ ମୋଦିଙ୍କ ମନ୍ତ୍ରୀନେତା
- ମାଜୁଲି ଦ୍ୱୀପରୁ ମିଳିଲା ୪୦୦୦ ବର୍ଷର ଜଳବାୟୁ ଇତିହାସ: ବନ୍ୟା ମୁକାବିଲା ପାଇଁ ମିଳିବ ଗୁରୁତ୍ୱପୂର୍ଣ୍ଣ ସୂଚନା
Comments are closed.