ଭୁବନେଶ୍ୱର : ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କରୋନା ପଜିଟିଭ୍ । ଏବଂ ତାଙ୍କ ପତ୍ନୀ ମଧ୍ୟ କୋଭିଡ ପିଜିଟିଭ୍ ଥିବା ଜଣାପଡିଛି । ଏନେଇ ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । ସବୁ ବେଳେ କିଛି ନା କିଛି କଥା କହି ଚର୍ଚ୍ଚାରେ ଥାନ୍ତି ସୁର ରାଉତରାୟ । ମାର ତାଳି ହେଉଛି ସୁର ରାଉତ ରାୟଙ୍କ ଫେମସ ଡାଇଲଗ୍ । ଅନ୍ୟପଟେ ପୂର୍ବ ମାସରେ ସୁର ରାଉତରାୟ ଓ ତାଙ୍କ ପତ୍ନୀଙ୍କୁ ନେଇ ‘ତୋ ପ୍ରେମରେ ପଡିଗଲି କି ‘ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା । ଏହି ଭିଡିଓ ମଧ୍ୟ ବେଶ୍ ପ୍ରଂଶସା ସାଉଁଟିଥିଲା ।
BREAKING NEWS
- ଚୀନକୁ ନେଇ ବଦଳୁଛି ଟ୍ରମ୍ପଙ୍କ ସ୍ୱର, ଏହି ସପ୍ତାହରେ ଜିନପିଙ୍ଗଙ୍କ ଆମେରିକା ଗସ୍ତ..
- ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଚାଲି ଗଲେ ଛାତ୍ରୀ
- ଟ୍ରେନରେ କଟି ୨ ବୃଦ୍ଧାଙ୍କ ମୃତ୍ୟୁ;ମୃତକଙ୍କ ପରିଚୟ ଅସ୍ପଷ୍ଟ
- ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣର: ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ
- ଡାକ୍ତର ଓ ରୋଚିର ଡିନର୍ ଷ୍ଟୋରୀ
- ମ୍ୟୁଜିକ୍ ସର୍କଲ ପକ୍ଷରୁ ଯୁବ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀଙ୍କୁ ସମ୍ମାନ ପ୍ରଦାନ
- ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି
- ଛାତ୍ର ମୃତ୍ୟୁ ମାମଲା, କ୍ଷମା ମାଗିଲେ ବମ୍ବେ IIT
- ସର୍ବଦଳୀୟ ବୈଠକ ଶେଷ: MMDR ସଂଶୋଧନକୁ ନେଇ ଗୃହ ସରଗରମ ସମ୍ଭାବନା
- ଟାଇମ୍ସ ସ୍କଲାର୍ସ ଗୁରୁକୁଳରେ ‘Drivers Dignity Day’, ଚାଳକଙ୍କୁ ଉପହାର ଦେଇ ସମ୍ମାନିତ

Comments are closed.