ପେରୁ: ପ୍ରତିଦିନ ଆମ ସାମନାକୁ କିଛି ନା କିଛି ଅଦଭୁତ ଘଟଣା ଆସିଥାଏ । କିଛି ଆମ ଜାଣତରେ ଆଉ କିଛି ଆମ ଅଜାଣତରେ । ରହସ୍ୟମୟ ଦୁନଆରେ କିଛି ନା କିଛି ରହସ୍ୟମୟ ଘଟଣା ଘଟିଚାଲିଛି । କିଛି ଆମ ଜ୍ଞତ ସାରରେ ଥିବା ବେଳେ କିଛି ରହସ୍ୟ କେବଳ ରହସ୍ୟ ହୋଇ ରହିଛି ।
ସେମିତି ଆଜି ଏକ ରହସ୍ୟମୟୀ ନଦୀ ବିଷୟରେ ଜାଣିବା ।
ପେରୁରେ ଏକ ନଦୀ ଅଛି ଯାହାକି ବର୍ଷର ପ୍ରତ୍ୟେକ ଦିନ ୨୪ ଘଣ୍ଟା ଫୁଟୁଛି । ବଏଲିଙ୍ଗ ରିଭର ଭାବରେ ଜଣାଶୁଣା ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବ, ୮୦ ଫୁଟ ଚଉଡା , ତା’ପରେ ଗୋଟିଏ ଗୋଟିଏ ସ୍ଥାନରେ ଏହାର ଗଭୀରତା ୧୬ ଫୁଟ । ଆମାଜନର ଜଙ୍ଗଲ ମଧ୍ୟରେ ଏହି ନଦୀରେ ଲୁଣ ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ମିଳିତ ହୁଏ । ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକରେ ପହଞ୍ଚିଛି । ଫୁଟୁଥିବା ପାଣି ହେତୁ ଏଥିରେ ଯେଉଁ ପ୍ରାଣୀ ପଡ଼ିଯାଏ ସେ ମରିଯାଏ ।
ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ । ନଦୀର ଫୁଟୁଥିବା ପାଣି ପଛରେ କୌଣସି ଲାଭା କିମ୍ବା ଆଗ୍ନେୟଗିରି ନାହିଁ। ହେଲେ ବି ବର୍ଷ ସାରା ଏହି ନଦୀରେ ପାଣି ଫୁଟୁଥାଏ ।
ନଦୀର ଜଳ ଗରମ । ହେଲେ କେଉଁ କାରଣରୁ ତାହା ଅନବରତ ଫୁଟୁଥାଏ ତାହା ବୈଜ୍ଞାନିକ ବି ଜାଣିବାରେ ଫେଲ୍ ମାରିଛନ୍ତି ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର


Comments are closed.