ଭୁବନେଶ୍ୱର : ସ୍ଥଗିତ ହେଲା କଂଗ୍ରେସର ସଦଭାବନା ରାଲି । ରାଜ୍ୟ ସରକାରଙ୍କ କରୋନା ଗାଇଡ ଲାଇନ ଆସିବା ପରେ କଂଗ୍ରେସ ସେବା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସଦଭାବନା ରାଲିକୁ ସ୍ଥଗିତ ରଖାଯାଇଛି ।ଏନେଇ ସୂଚନା ଦେଇଛନ୍ତି ପ୍ରଦେଶ ସେବାଦଳ ଅଧ୍ୟକ୍ଷ ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ।
BREAKING NEWS
- ବଡ଼ଧରଣର ଏନକାଉଣ୍ଟର: ୩୬ ମାଓବାଦୀ ନିହତ
- ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’
- ପ୍ରାଥମିକ ସ୍କୁଲର ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ଏକକାଳୀନ ବଦଳି
- ମଙ୍କିପକ୍ସ ଟେଷ୍ଟିଂ କିଟ୍କୁ ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ
- ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ରାକେଶ
- ଓଡ଼ିଶା କନଷ୍ଟେବଳ ନିଯୁକ୍ତି ମାମଲା: ବୟସ ସୀମା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ
- ପାକିସ୍ତାନ କ୍ରିକେଟରେ ଆର୍ଥୀକ ସଙ୍କଟ: ଖେଳାଳିଙ୍କୁ ମିଳୁନି ଦରମା
- ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ
- ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍
- ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଗୋବିନ୍ଦା
Comments are closed.