ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ନିର୍ବାଚନ କମିଶନଙ୍କ ତରଫରୁ ଚିହ୍ନ ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି । ୱାର୍ଡ ମେମ୍ବର , ସରପଞ୍ଚଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି କରାଯାଇଛି । ୱାର୍ଡ ମେମ୍ବର ପାଇଁ ୧୫ ସରପଞ୍ଚ ପାଇଁ ୩୨ଏବଂ ସମିତି ସଭ୍ୟଙ୍କ ପାଇଁ ୧୯ ଚିହ୍ନ ରହିଛି ।ସ୍ୱିକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢିବେ । ପଞ୍ଚାୟତ ନିର୍ବାଚନ ପାଇଁ ପକ୍ରିୟା ଜାରି ରହିଛି । ନିର୍ବାଚନ କମିଶନଙ୍କ ତରଫରୁ ଏହି ଚିହ୍ନ ଜାରି କରାଯାଇଛି ।
BREAKING NEWS
- ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା
- ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କୁ ଉଠେଇନେଲେ!
- ଚିନ୍ତା ବଢ଼ାଇଲାଣି ଅଂଶୁଘାତ: ରାଜ୍ୟରେ ୯୬ ମୃତ, ୧୪୪୫ ଜଣ ଅସୁସ୍ଥ
- ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା
- ବେପରୁଆ ହେବେ ସାବାଡ; ଜବତ ହେବ ଗାଡି ସହ ଫୋନ
- ୨୦୧୪ ଟି୨୦ ବିଶ୍ୱକପ: ଫାଇନାଲରେ ହାରିଲା ଭାରତ
- ମନେପଡ଼ିଯାଉଛି ସେ କରାଳ ଦିନ, ସମାନ ଦିନରେ ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା
- ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
- ପୁରୀ ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଦୁଇ ଜଣ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା
- ଆଜି ପୁଣି ଜେଲ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ