ନୂଆଦିଲ୍ଲୀ:ଦକ୍ଷିଣ କୋରିଆ କମ୍ପାନୀ ହ୍ୟୁଣ୍ଡାଇ କଶ୍ମୀର ନେଇ ସୋସିଆଲ ସାଇଟରେ ବିବାଦୀୟ ମେସେଜ ଦେଇଥିଲା । ଭାରତ ପକ୍ଷରୁ ଚାପ ପଡିବା ପରେ କମ୍ପାନୀର ଭୁଲ ନେଇ ଦକ୍ଷିଣ କୋରିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ ଚୁଙ୍ଗ ୟୁଇ ୟୋଙ୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଭାରତର ରାଜଦୂତ ହ୍ୟୁଣ୍ଡାଇ ମୁଖ୍ୟାଳୟକୁ ସ୍ପଷ୍ଟୀକରଣ ମଗାଇଛନ୍ତି ।
ସୂଚନାଯୋଗ୍ୟ, ଫେବୃୟାରୀ ୫ କଶ୍ମୀର ସଲିଡେରିଟି ଦିବସରେ ହୁଣ୍ଡାଇ କଶ୍ମୀରର ସ୍ୱାଧୀନତା ନେଇ ମେସେଜ ଦେଇଥିଲା । କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇଥିବାରୁ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହା ପୂର୍ବରୁ କେଏଫସି, ଡୋମିନସ, ପିଜ୍ଜା ହଟ, ଓସକା ବ୍ୟାଟେରୀ, ଆଇସିଜୁ ଡି ମାକ୍ସ, ଆଟଲାସ ହୋଣ୍ଡା ଲିମିଟେଡ କିଛି ନ ଜାଣି ମେସେଜ ଦେଇଥିଲେ । ଏହି କମ୍ପାନୀମାନେ ଏବେ କ୍ଷମା ମାଗିବା ଆରମ୍ଭ କରି ଦେଇଛନ୍ତି ।
BREAKING NEWS
- CHSE +2exam: +୨ ପରୀକ୍ଷା ପାଇଁ ତାରିଖ ଘୋଷଣା; ଫେବୃୟାରୀ୧୮ରୁ ଥିଓରି, ପ୍ରାକ୍ଟିକାଲ ଜାନୁଆରୀ…
- ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ
- ଅଭ୍ୟାସ ଆରମ୍ଭ କଲେ ଶୁଭମନ ଗିଲ
- ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ..
- କୋହଲି ଖେଳିବେ ବିଜୟ ହଜାରେ ଟ୍ରଫି
- ‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’
- ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ, ଧାନ ସଂଗ୍ରହ ପାଇଁ ୫ ଜିଲ୍ଲାକୁ ଦିଆଯାଇଛି ଏତିକି ଟୋକେନ..
- Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା
- ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା
- ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…
Comments are closed.