ନୂଆପଡା : ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ନୂଆପଡାରେ ଏପରି ଅଭାବନୀୟ ଘଟଣା ଘଟିଛି ।ରାସ୍ତା କଡରେ ଥିବା ଗଛକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ସେମାନେ ଛତିଶଗଡର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି ।
BREAKING NEWS
- ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ଆଇପିଏସ୍ ଅଫିସର ଅନନ୍ୟା ଅୱସ୍ତି ନିଯୁକ୍ତ
- ସୁଲଭ ମୂଲ୍ୟରେ ଘର କିଣିବାକୁ ଚାହୁଁଛନ୍ତି କି? ସବୁ ଜିଲ୍ଲା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର
- ଆଇପିଏଲକୁ ନେଇ ସଚିନ ତେନ୍ଦୁଲକରଙ୍କ ପ୍ରସ୍ତାବ ଗ୍ରହଣ କରିବ କି ବିସିସିଆଇ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ
- ମହାନଦୀକୁ ଡେଇଁଲେ ମହିଳା, ୧୫ ଦିନ ପୂର୍ବେ ବିବାହ…
- ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ: ପ୍ରଧାନମନ୍ତ୍ରୀ ମାଗିଲେ ଦୁଇ ବର୍ଷର ରିପୋର୍ଟ କାର୍ଡ
- ପକ୍ଷାଘାତ ବ୍ୟକ୍ତିଙ୍କୁ ଗୁଡ଼ାଇ ଧରିଲା ସାପ
- ଆଇପିଏଲ ଫାଇନାଲ: ହୋଟେଲରୁ ଆରମ୍ଭ କରି ସବୁ କିଛି ଆକାଶ ଛୁଆଁ
- ଯୌନ ସ୍ୱାସ୍ଥ୍ୟ ଉପରେ ସିଗାରେଟ୍ ଏବଂ ନିକୋଟିନର କ୍ଷତିକାରକ ପ୍ରଭାବ: ସାବଧାନ କଲେ ଡାକ୍ତର
- ହିରୋଇନ କରିଦେବି କହି ଦୁଷ୍କର୍ମ ଅଭିଯୋଗ; ଅଶୋକ ସମ୍ରାଟ ମ୍ୟାନେଜର କହିଲେ- ଗିରଫ ଦୁଇ…
Comments are closed.