Latest Odisha News

BREAKING NEWS

ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳ ନିଯୁକ୍ତ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ନିଯୁକ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଭିନ୍ନକ୍ଷମ ପ୍ରକୋଷ୍ଠର ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର ବିଶ୍ୱାଳଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଆଗାମୀ ଦିନରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବନ୍ଧୁ ମାନଙ୍କୁ ସଂଙ୍ଗଠିତ କରି କଂଗ୍ରେସ ଦଳ ମାଧ୍ୟମରେ  ସେମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ବୋଲି ପିିସିସି ଉପ ସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Comments are closed.