ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୨୮୮୦୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ମଞ୍ଜୁଲତା ମଣ୍ଡଳ ସମୁଦାୟ ୫୧୨୩୦୫ ଭୋଟ୍ ପାଇଥିବାବେଳେ ଅଭିମନ୍ୟୁ ସେଠୀଙ୍କୁ ମିଳିଛି ୪୮୩୫୦୨ଟି ଭୋଟ୍ । କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀ ୨୦୭୮୧୧ଟି ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି ।
BREAKING NEWS
- ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା, ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୀଳଚକ୍ରଙ୍କ ସ୍ୱରୂପ
- ଆଜିଠୁ ଆହୁରି ଅସମ୍ଭାଳ ହେବ ଗ୍ରୀଷ୍ମପ୍ରବାହ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ
- ଆଜି ନାମାଙ୍କନ ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ
- ନନ୍ଦନକାନନ ପ୍ରାଣୀ ଉଦ୍ୟାନ କାର୍ଯ୍ୟାଳୟରେ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ
- ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍ ପରୀକ୍ଷା ତାରିଖ, ଜୁନ୍ ୧୬ ପରିବର୍ତ୍ତେ ୧୮ ରେ ହେବ
- ଚଳନ୍ତା କାରର ବାହାରେ ଯୁବକଙ୍କୁ ପ୍ୟାକେଜିଂ ଟେପରେ ବାନ୍ଧି ଷ୍ଟଂଟ କରୁଥିଲେ…. ତା ପରେ..
- ମେ’ ୨ ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିବେ ନବୀନ
- ଶୋଇ ପଡିଥିଲା ଛାତ୍ର, ଉଠିଲା ବେଳକୁ ସ୍କୁଲରେ ତାଲା