Latest Odisha News

BREAKING NEWS

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମାଡ

ବାଣପୁର : ଚିଲିକା ବିଧାୟକଙ୍କୁ ମାଡ । ବାଣପୁର ବ୍ଲକ କାର୍ଯ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି ଲୋକମାନେ। ସୂଚନା ଅନୁସାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି । ତାଙ୍କ ଗାଡିକୁ ମଧ୍ୟ ଭଙ୍ଗା ରୁଜା କରାଯାଇଛି । ବିଧାୟକଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତି କରାଯାଇଛି ।

 

Comments are closed.