ଯାଜପୁର : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ହୋଲି ଖେଳ ସାରି ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଗତ କାଲି ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ଏବେବି ଆଉ ୩ ଜଣ ଯୁବକ ନିଖୋଜ ଅଛନ୍ତି । ମୋଟ ୬ ଜଣ ଯୁବକ ଗୋଟିଏ ବଂଶର ବୋଲି ଜଣାପଡିଛି ।ସେଥିମଧ୍ୟରୁ ଦୁଇ ଜଣ ଭଣଜା ଓ ୪ ଜଣ ଭାଇ ଅଟନ୍ତି ।ଜଣକ ପରେ ଜଣକ ମୃତ ଦେହ ଉଦ୍ଧାର ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- ତାମିଲନାଡୁ ରାଜନୀତିରେ ‘ରିସର୍ଟ ପଲିଟିକ୍ସ’: ସମସ୍ତ ୫ କଂଗ୍ରେସ ବିଧାୟକ ହାଇଦ୍ରାବାଦ ସ୍ଥାନାନ୍ତର
- କୋଭିଡ୍ଠାରୁ କେତେ ଭୟଙ୍କର ହାନ୍ତାଭାଇରସ୍? ଜାଣନ୍ତୁ କିଭଳି ବ୍ୟାପେ ଏହି ସଂକ୍ରମଣ ଓ କ’ଣ କହୁଛି WHO
- ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ
- ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ ଠକି ନେଲେ ୨୦ ଲକ୍ଷ ୫୦ ହଜାର
- ଏହା ଦେଶର ସବୁଠାରୁ ଦୀର୍ଘତମ ସଂଖ୍ୟାଲଘୁ ସରକାର ଥିଲା, ଯାହା ବହୁମତ ବିନା ୫ ବର୍ଷ ପୂରଣ କରିଥିଲା
- ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ ଓମ୍ଙ୍କ ବଡ଼ ଖୁଲାସା
- ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍
- Sharp Weapons Recovered:ଘରୁ ମିଳିଲା ୪,୦୦୦ ରୁ ଅଧିକ ଖଣ୍ଡା ଏବଂ ଧାରୁଆ ଅସ୍ତ୍ରଶସ୍ତ୍ର;ମୋଟ ମୂଲ୍ୟ ୪୩ ଲକ୍ଷରୁ ଅଧିକ
- ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !
- ଓଡ଼ିଶା ପରେ ଏବେ ପଶ୍ଚିମବଙ୍ଗ: ମୋହନ ମାଝୀଙ୍କ ପରେ ଆଉ ଜଣେ ‘ଗୁରୁଜୀ’ ହେବେ ମନ୍ତ୍ରୀ
Comments are closed.