Latest Odisha News

BREAKING NEWS

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଜଗନ୍ନାଥ ମହାପ୍ରଭୁଙ୍କ ରୋଷ ଘର ଚୁଲି ଭଙ୍ଗା ଘଟଣାକୁନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଥିବା ବେଳେ । ବିଭିନ୍ନ ନେତା ଓ ମନ୍ତ୍ରୀ ମାନେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଜଗନ୍ନାଥ ମନ୍ଦିର ଚୁଲି ଭଙ୍ଗା ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି ଦୁବୃର୍ତ୍ତଙ୍କୁ ଏ ଜାତି କ୍ଷମା ଦେବ ନାହିଁ ।

ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ ହୋଇ ବସିଯିବେ । ଯାହକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି କଳାପାହାଡ ସଦୃଶ ଆକ୍ରମଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଟ୍ୱିଟ କରି କହିଛନ୍ତି ବୈଜୟନ୍ତ ପଣ୍ଡା ।

Comments are closed.