ଭୁବନେଶ୍ୱର: ଆଜି ବିଜେପିର ପ୍ରତିଷ୍ଠା ଦିବସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ସମୟରେ ଦଳୀୟ ନେତା ଓ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ । ଦୀର୍ଘ ୪୧ ବର୍ଷ ତଳେ ୬ ଏପ୍ରିଲ ୧୯୮୦ ମସିହାରେ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ମିଶି ମୁମ୍ବାଇର ସମୁଦ୍ର କୂଳରେ ଭରତୀୟ ଜନତା ପାର୍ଟି ପ୍ରସ୍ତୁତ କରିଥିଲେ ।
BREAKING NEWS
- RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…
- ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା, ଚପଲକୁ ଦେଖି ଚିହ୍ନିଲା ପୁଅ
- Batwara 1947 teaser:ସନ୍ନି ଦେଓଲଙ୍କ ‘ବଟୱାରା 1947’ ଟିଜର ରିଲିଜ
- ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ କଲା ୟୁଏଇ
- ପୁଣି ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ
- ପୃଥକ ପୃଥକ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୧୦ ଗିରଫ
- Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ
- ଦୀର୍ଘକାଳୀନ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- Minister Mukesh Mahaling: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
- ନ୍ୟାୟ ପାଇଁ DGP ଓ IGଙ୍କୁ ଚିଠି ଲେଖିଲେ ଚାମେଲି, ‘ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା ଦେବି’

Comments are closed.