ରାୟଗଡ଼ା : ରାୟଗଡ଼ା ରାମନଗୁଡ଼ା ଥାନା ପଣସଗୁଡ଼ାରେ ଦୁର୍ଘଟଣା। ଧାନ ମିଲ୍ ନିକଟରେ ଗଛରେ ପିଟି ହୋଇ ଦୁଇ ବାଇକ୍ ଆରେହୀଙ୍କର ମୃତ୍ୟୁ ହୋଇଯାଇଛି । ଘରକୁ ଫେରୁଥିବା ବେଳେ ଗଛରେ ପିଟି ହୋଇ ଏକ ଖାଲରେ ପଡ଼ିଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଦୁଇ ଜଣ ରଞ୍ଜିତ ଶବର ଓ କୁମାର ଶବର ବୋଲି ଜଣାପଡିଛି। ଉଭୟଙ୍କ ଘର କୁମୁଟିପଦର ଗାଁରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଚିହ୍ନଟ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।
BREAKING NEWS
- ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ: ପାଣ୍ଡିଆନ
- ପିଲାଙ୍କ ମଧୁମେହ ରୋଗ
- ୧୦ ବର୍ଷ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ବିଫଳ ହୋଇଛି ବିଜେପି :ସଚିନ ପାଇଲଟ
- ରୋଡ୍ ଶୋ ରାଜନୀତି
- କଟକରେ ସଂତୃପ୍ତ ନା ଭର୍ତ୍ତୃହରି ?
- ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା
- ଆସନ୍ତା ଜୁନ ୧୦ରେ ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ:ବୈଜୟନ୍ତ
- ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨
- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ
- ‘ଭଡାଟିଆଙ୍କୁ ଆଣି ସରକାର ଚଳାଇଛି ବିଜେଡି’