ରାୟଗଡା : ଗୁଣୁପୁର ପୁଲିସର ବଡ଼ସଫଳତା। ସୁନା ଚୋରି ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ। ଘଟଣାସ୍ଥଳରୁ ପ୍ରାୟ ୧କେଜି ୪ଶହ ଗ୍ରାମ ସୁନା ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଯାଜପୁରର ଅଜର୍୍ୁନ ପ୍ରଧାନ ଓ ଭଞ୍ଜନଗରର ତରୁଣ ଦାସ ବୋଲି ଜଣାପଡ଼ିଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯିବ।
BREAKING NEWS
- Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି
- ଭାବବିହ୍ୱଳ ହେଲେ ରାଷ୍ଟ୍ରପତି; ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ମହାମହିମ
- ସିଏମ୍ଓରୁ ଫାଇଲ୍ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ
- ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ
- ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି
- ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ
- ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !
- ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
- Cracking Fingers and Neck: ବାରମ୍ବାର ଆଙ୍ଗୁଠି କି ବେକ ଫୁଟାଉଛନ୍ତି କି? ଏହା କେବଳ ଅଭ୍ୟାସ ନୁହେଁ, ହୋଇପାରେ ମସ୍ତିଷ୍କର ଏକ ସଙ୍କେତ?
- ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢାଉ, ୬ ଗିରଫ

Comments are closed.