ଢେଙ୍କାନାଳ : ଗାଁର ଆଦିବାସୀ ମହିଳା ହୋଇପାରିଛନ୍ତି ସ୍ୱାବଲମ୍ବୀ । ହଜାର ହଜାର ମହିଳାଙ୍କୁ ମିଳିଛି ସାହାଯ୍ୟ ସହଯୋଗ। ଯାହା ଫଳରେ ସଫଳ ହୋଇଛି ପ୍ରକଳ୍ପ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କଙ୍କଡାହାଡରେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେହଉଛି କଙ୍କଡାହାଡର ଶଶାପଶି ଗାଁ। ଗାଁର ମହିଳା ମାନେ ମିଶନଶକ୍ତି ଜରିଆରେ ଯେଉଁ କିଛି ସାହାଯ୍ୟ ପାଇଛନ୍ତି ସେଥିରେ ଆରମ୍ଭ କରିଦେଇଛନ୍ତି ମାଛ, କୁକୁଡା ଚାଷ ସହ ବିଭିନ୍ନ ପଶୁ ପାଳନ କରୁଛନ୍ତି। ଏହି ସବୁର ତାଲିମ ନେଇ ବିଭିନ୍ନ କାମ ଆରମ୍ଭ କରିଦେଇଛନ୍ତି ମହିଳା ମାନେ। ଆଉ ଏଥିରୁ ଦୁଇ ପଇସା ଲାଭ ବି ମିଳୁଛି ସେମାନଙ୍କୁ।
ପ୍ରଥମେ ନିଜସ୍ୱ ଅର୍ଥରେ କିଛି କିଛି ଖର୍ଚ୍ଚ କରି ଉପକରଣ ଯୋଗାଡ କରିଥିଲେ ମହିଳା ମାନେ। ରଙ୍ଗୀନ୍ ମାଛ ଚାଷରୁ ନେଇ ଅନ୍ୟ ସବୁ ପଶୁ ପାଳନ ପାଇଁ ଆଗେଇ ଆସିଥିଲେ। ଆଉ ପରେ ସେମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସହଯୋଗ ମିଳିଥିଲା। ନିଜ ପରିଶ୍ରମ ଫଳରେ ଏବେ ଗାଁ ଆଦିବାସୀ ମହିଳା ମାନେ ବେଶ ସ୍ୱାବଲମ୍ବୀ ହୋଇପାରିଛନ୍ତି।
BREAKING NEWS
- Kisan Credit Card: କିଷାନ କ୍ରେଡିଟ୍ କାର୍ଡ ନିୟମରେ ବଡ ପରିବର୍ତ୍ତନ କଲା RBI, ଆସନ୍ତା ଜାନୁଆରୀରୁ ହେବ କାର୍ଯ୍ୟକାରୀ, ଜାଣନ୍ତୁ ନୂଆ ନିୟମରେ କ’ଣ ରହିଛି?
- ଫୁଟପାଥରେ ଚାଲିବା ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
- 35 ସେକେଣ୍ଡରେ ଧରାପଡିବେ ଅପରାଧୀ, ଲଞ୍ଚ ହେଲା ‘ଅଭିଜ୍ଞାନ’ ଆପ୍
- Bear Killing Case:ଭାଲୁ ମୃତ୍ୟୁ ମାମଲାରେ ୩ଟି ଗାଁର ୫ ଗିରଫ, ଆଉ ଗିରଫଦାରୀ ହୋଇପାରେ…
- NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା
- ଖାନ୍ ସାରଙ୍କୁ ବଡ଼ ଆଶ୍ୱସ୍ତି, ହେବେନି ଗିରଫ…
- ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ ପାଠ୍ୟକ୍ରମରେ ଆବେଦନ ଆରମ୍ଭ
- ଓଡ଼ିଶାର ଡିଜିଟାଲ ପରିମଳ ମଡେଲକୁ ବିଶ୍ୱସ୍ତରୀୟ ସ୍ୱୀକୃତି
- ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼
- ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତନାଘନା ଆରମ୍ଭ, ତଥ୍ୟ ରଖିଲେ ଗଣଶିକ୍ଷା ସଚିବ

Comments are closed.