ଭୁବନେଶ୍ବର: ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣରେ ଯାଇଛନ୍ତି । ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ମଧ୍ୟ ଦୁବାଇର ଆଖପାଖ ଅଞ୍ଚଳର ନିବେଶକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କୁହାଯାଉଛି ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ନିମନ୍ତ୍ରଣ ପ୍ରଦାନ କରିବେ ନବୀନ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଆଲୋଚନା କରିବାକୁ ଓଡିଶାର ଏକ ଉଚ୍ଚ ସ୍ତରୀୟ ଶିଳ୍ପ ପ୍ରତିନିଧୀ ଶ୍ରୀ ପଟ୍ଟନାୟକଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5 ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅଛନ୍ତି । ନବୀନ ଜୁନ୍ 30 ସୁଦ୍ଧା ଫେରିବାର ସମ୍ଭାବନା ଅଛି ।
BREAKING NEWS
- ଟ୍ରେନ୍ ନା ବିମାନ: ଭାରତରେ କେଉଁ ଯାତ୍ରା ଅଧିକ ସୁରକ୍ଷିତ? ଲୋକସଭା ରିପୋର୍ଟରୁ ଆସିଲା ବଡ଼ ତଥ୍ୟ
- ଶ୍ରୀଲଙ୍କା ଟେଷ୍ଟ ସିରିଜ : ସଚିନ, କୋହଲିଙ୍କ ରେକର୍ଡ ଭାଙ୍ଗି ପାରନ୍ତି ଶୁଭମନ
- କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
- ଭାଇରାଲ୍ ହେଲା ରାହୁଲଙ୍କ ‘ବୋଟିଂ’ ଫଟୋ: ବିଜେପି ପଚାରିଲା ମହିଳା ଜଣକ କିଏ?
- ଭାରତ-ଆଫଗାନିସ୍ତାନ ଟି୨୦ ସିରିଜର ତାରିଖ,ସ୍ଥାନ ଚୂଡ଼ାନ୍ତ: ଅନିଶ୍ଚିତତାରେ ବାଂଲାଦେଶ ଗସ୍ତ
- ସୌର ଶକ୍ତି ଆଡ଼କୁ ଦକ୍ଷିଣ ଓଡ଼ିଶା: ମାତ୍ର ୧୮୭୫ ଟଙ୍କାରେ ମିଳୁଛି ସୌର ପ୍ୟାନେଲ୍, ବ୍ୟାପକ ସବସିଡି ସାଜିଛି ସଞ୍ଜିବନୀ
- ଭୁବନେଶ୍ୱରରେ ବାଟବଣା PNG ପ୍ରକଳ୍ପ: ପ୍ରତିଶ୍ରୁତି ପରେ ବି ଲୋକଙ୍କୁ ମିଳୁନି ପାଇପ୍ ଗ୍ୟାସ ସଂଯୋଗ
- ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
- ସଂସଦରେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ ରିଜିଜୁ, କହିଲେ ‘ଅମିତ ଶାହଙ୍କୁ ସାମ୍ନା କରିବାକୁ ସାହସ ନାହିଁ’
- ୧୪ତମ ରାଜ୍ୟ ଜୁନିୟର ଖୋ ଖୋ ଚାମ୍ପିଅନସିପ୍: କିସ୍ ଓ ସ୍ପୋର୍ଟସ୍ ହଷ୍ଟେଲ ପୁରୀ ଚାମ୍ପିଅନ

Comments are closed.