Latest Odisha News

BREAKING NEWS

Browsing Tag

UAE

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ…

ଜହ୍ନ ଅଭିମୁଖେ UAEର ରାଶିଦ ରୋଭର

ଦୁବାଇ: ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ UAE ବା ୟୁନାଇଟେଡ୍ ଅରବ ଏମିରେଟ୍ସ । ରବିବାର ୟୁଏଇ ସଫଳତାର ସହ ରାଶିଦ ରୋଭରର ଉତକ୍ଷେପଣ କରିଛି । ଚନ୍ଦ୍ର ପୃଷ୍ଠକୁ ଏହା ୟୁଏଇର ପ୍ରଥମ ମିଶନ । ଦୁବାଇର ମହମ୍ମଦ ବିନ ରାଶିଦ ଅନ୍ତରୀକ୍ଷ କେନ୍ଦ୍ର ଅନୁସାରେ, ରାଶିଦ ରୋଭର ଅତ୍ୟଧିକ ମୂଲ୍ୟବାନ ଡାଟା, ଫଟୋ…

କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ମଙ୍କିପକ୍ସ ବିପଦ । କେରଳରେ ଶନିବାର ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ୟୁଏଇରୁ ଫେରିଥିବା ଉକ୍ତ ଯୁବକ ଜଣଙ୍କ ସେଠାରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଟେଷ୍ଟ ରିପୋର୍ଟ ମଙ୍କିପକ୍ସ ପଜିଟିଭ୍ ଆସିଛି । ତେବେ ଏବେ ଯାଏ ସ୍ପଷ୍ଟ ହୋଇନାହିଁ…

G7 ରେ ଯୋଗ ଦେଇ ଆବୁଧାବି ଗଲେ ପ୍ରଧାନମନ୍ତ୍ରୀ

ଜି୭ ଶିଖର ସମ୍ମିଳନୀରେ ଭାଗଦେଇ ଜର୍ମାନିରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜର୍ମାନୀ ଛାଡିବା ବେଳେ ଟୁଇଟ କରି କହିଛନ୍ତି ଯେ  ଜି-7 ବୈଠକ ବେଶ ଫଳପ୍ରଦ ହୋଇଛି । ସମ୍ମିଳନୀରେ  ବିଶ୍ବ ର ଅନେକ ନେତାଙ୍କ ସହ ଯୋଗାଯୋଗ କରିଥିଲେ  ମୋଦି । ମୋଦି ଲେଖିଛନ୍ତି  ମ୍ୟୁନିଚରେ…

ରୋମ ପରେ ଆଜିଠୁ ୟୁଏଇ ଭ୍ରମଣରେ ଯିବେ ନବୀନ

ଭୁବନେଶ୍ବର: ଦଶ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଭ୍ରମଣରେ ଯାଇଛନ୍ତି ।  ରୋମରେ ତୀର୍ଥସ୍ଥାନ ଭ୍ରମଣ କରିବା ସହ ପୋପଙ୍କୁ ଭେଟିବା ପରେ ଆଜିଠୁ ନବୀନଙ୍କ ସହ ତାଙ୍କ ଟିମ ର  ୟୁଏଇ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଭ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ପଟ୍ଟନାୟକ ମଧ୍ୟ  ଦୁବାଇର…

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ…

ପ୍ରଫେଟଙ୍କୁ ନେଇ ବିବାଦ ଭିତରେ ଚଳିତ ମାସରେ ମୋଦୀ ଯିବେ ୟୁଏଇ

ନୂଆଦିଲ୍ଲୀ: ୟୁୁନାଇଟେଡ୍ ଆରବ ଏମରେଟସ (ୟୁଏଇ) ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ମାସ ଶେଷ ସପ୍ତାହରେ ମୋଦୀ ୟୁଏଇ ଯିବେ ବୋଲି ସୂଚନା ରହିଛି। ୟୁଏଇ ପରେ ମୋଦୀ ଜର୍ମୀନୀ ଯିବେ। ଯେଉଁଠି ସେ ଜି-ସେଭେନ ବୈଠକରେ ଯୋଗ ଦେବେ। ଏହି ବୈଠକ ଜୁନ ୨୬ରୁ ଆରମ୍ଭ ହୋଇ ଜୁନ୍…

ବଦଳୁଛି ୟୁଏଇ; ପ୍ରଥମ ଥର ପାଇଁ ଅଣ-ମୁସଲମାନ ଦମ୍ପତିଙ୍କୁ ମିଳିଲା ମ୍ୟାରେଜ ଲାଇସେନ୍ସ

ନୂଆଦିଲ୍ଲୀ: ବଦଳୁଛି ୟୁଏଇ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପ୍ରଥମ ଥର ପାଇଁ ଜଣେ ଅଣ-ମୁସଲମାନ ଦମ୍ପତିଙ୍କୁ ସିଭିଲ୍‌ ମ୍ୟାରେଜ ଲାଇସେନ୍ସ ପ୍ରଦାନ କରିଛି। ୟୁଏଇ ଏହାକୁ ଅଧିକ ଅନ୍ତର୍ଭୂକ୍ତ କରିବା ପାଇଁ ନିକଟ ଅତୀତରେ ଏହାର ଆଇନରେ ସଂଶୋଧନ କରିଆସୁଛି। ୟୁଏଇର ମୋଟ ଜନସଂଖ୍ୟାର ୯୦ ପ୍ରତିଶତ…

ୟୁଏଇକୁ ଯୁଦ୍ଧ ବିମାନ ଦେବ ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ନିର୍ବାଚନ ଫଳାଫଳ ଉପରେ ଆଲୋଚନା ମଧ୍ୟରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ୧ ଲକ୍ଷ ୭୩ ହଜାର କୋଟିରୁ ଅଧିକ ମୂଲ୍ୟର ଅସ୍ତ୍ର ଚୁକ୍ତି ଅନୁମୋଦନ କରିଛି। ଡେମୋକ୍ରାଟଙ୍କ ବିରୋଧ ସତ୍ବେ ଏହି ଚୁକ୍ତି ଆମେରିକାକୁ ତାର ଚୋରା ଯୁଦ୍ଧ ବିମାନ…

କୋଭିଡ ମାମଲା ବୃଦ୍ଧି: ଭାରତ, ବ୍ରାଜିଲ, ଆର୍ଜେଣ୍ଟିନାକୁ ବିମାନସେବା ବାତିଲ କଲା ସାଉଦି ଆରବ

କୋଭିଡ ମାମଲାରେ ବୃଦ୍ଧି ହେତୁ ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ସହିତ ବିମାନ ଯାତ୍ରାକୁ ସ୍ଥଗିତ କଲା ସାଉଦି ଆରବ । ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ରାଜ୍ୟରେ ପହଞ୍ଚିବାର ୧୪ଦିନ ପୂର୍ବରୁ ଏହି ଦେଶଗୁଡିକ ମଧ୍ୟରୁ କୌଣସି ଦେଶକୁ ଯାତ୍ରା କରିଛନ୍ତି ସେମାନଙ୍କୁ ମଧ୍ୟ…