ମାଡ୍ରାସ: ପ୍ରତିଷ୍ଠିତ ଫିଲ୍ମମେକର ମଣି ରତ୍ନମ ହଠାତ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ଟେଷ୍ଟ ପରେ ତାଙ୍କୁ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କ ପତ୍ନୀ ସୁହାସିନୀ ମଣି ରତ୍ନମ ଏହି ସୂଚନା ଦେଇଛନ୍ତି । ମଣି ରତ୍ନମ ଏବେ ତାଙ୍କ ଡ୍ରିମ ପ୍ରୋଜେକ୍ଟ ପୋନ୍ନୟିନ ସେଲଭନ ନେଇ ବ୍ୟସ୍ତ ରହୁଥିଲେ । ୫୦୦ କୋଟି ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମର ଟିଜର ଏବେ ନିକଟରେ ରିଲିଜ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ହେବ ସେ ଏ ନେଇ ବ୍ୟସ୍ତ ରହୁଥିଲେ । ଫିଲ୍ମର ସଙ୍ଗୀତ ଏଆର ରହେମାନ ଦେଇଥିବା ବେଳେ ଐଶ୍ଚର୍ଯ୍ୟା ରାୟ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ୪ ବର୍ଷ ପରେ ଐଶ୍ଚର୍ଯ୍ୟ ଏହି ମେଗା ବଜେଟ ଫିଲ୍ମ ମାଧ୍ୟମରେ ପତ୍ୟାବର୍ତନ କରୁଛନ୍ତି । ପୋନ୍ନିୟିନ ସେଲଭନ-୧ ଚଳିତ ବର୍ଷ ସେପ୍ଟମ୍ବର ୩୦ରେ ରିଲିଜ ହେବାକୁ ଯାଉଛି ।
BREAKING NEWS
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ
- Rahul Gandhi’s Vietnam visit: “ମୁଁ କୌଣସି ଟ୍ରାଭେଲ୍ ଏଜେଣ୍ଟ ନୁହେଁ”: ରାହୁଲଙ୍କ ଭିଏତନାମ ଗସ୍ତ ଉପରେ ଥରୁରଙ୍କ ରୋକ୍ଠୋକ୍ ଜବାବ, ତେଜିଲା ବିଜେପି-କଂଗ୍ରେସ ବାକ୍ଯୁଦ୍ଧ…

Comments are closed.