ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସିନିୟର ୱିକେଟ କିପର ଦୀନେଶ କାର୍ତିକ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି । କାର୍ତିକ କହିଛନ୍ତି ଶାସ୍ତ୍ରୀ ବିଫଳତାକୁ ସହଜରେ ହଜମ କରିପାରନ୍ତି ନାହିଁ । ଅବଶ୍ୟ ସେ ଖେଳାଳିମାନଙ୍କୁ ଭଲ ଖେଳିବା ପାଇଁ ପ୍ରେରଣା ଯୋଗାଇଥାନ୍ତି, ମାତ୍ର ପ୍ରଦର୍ଶନ ଖରାପ ହେଲେ ସେ ସହ୍ୟ କରିପାରନ୍ତି ନାହିଁ । ଯଦି ଜଣେ ଖେଳାଳି ନେଟ୍ସରେ ଭଲ କରୁଛି ଅଥଚ ମ୍ୟାଚରେ ଫେଲ ମାରୁଛି ତାହାହେଲେ ଶାସ୍ତ୍ରୀ ତାଙ୍କୁ ପସନ୍ଦ କରୁ ନ ଥିଲେ । ଅନ୍ୟ ଅର୍ଥରେ ଜଣେ ଖେଳାଳି ସବୁ ବେଳେ ଭଲ ପ୍ରଦର୍ଶନ କରିବନି କି ସମସ୍ତ ମ୍ୟାଚରେ ଆମେ ଜିତିପାରିବା ନାହିଁ । ଶାସ୍ତ୍ରୀ କେବଳ ଜିତିବାକୁ ଗୁରୁତ୍ୱ ଦେଉଥିଲେ । କାର୍ତିକ ଆହୁରି ମଧ୍ୟ କହିଛନ୍ତି ମୁଁ ବର୍ତମାନ କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ ଖେଳିବା ନେଇ ମାନସିକ ଶାନ୍ତି ଅନୁଭବ କରୁଛିତ । କାର୍ତିକ କ୍ରିକବଜର ଏକ କାର୍ଯ୍ୟକ୍ରମ ସମର ଷ୍ଟେଲମେଂଟରେ ଏହା କହିଥିଲେ ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.