ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆଜି ଆମେରିକାର ପଦକ୍ଷେପ ଚୀନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆମେରିକା ତାର ୨ଟି ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜକୁ ବିବାଦୀୟ ଜଳଡମରୁମଧ୍ୟ ଦେଇ ଚୀନର ନାକ ତଳେ ଅଭ୍ୟାସ କରିଛି । ଚୀନକୁ ଏହି ଦ୍ୱୀପ ସଦୃଶ ସ୍ଥାନକୁ ସର୍ବଦା ନିଜର ବୋଲି ଦାବୀ କରି ଆସିଛି । ଚୀନ ଜବରଦସ୍ତ ତାଇୱାନକୁ ତାର ଅଂଶ ବୋଲି ଦାବୀ କରି ଅସୁଛି । ତେବେ ତାଇୱାନକୁ ଆମେରିକା ସମର୍ଥନ କରୁଥିବାରୁ ଦୁଇ ଶକ୍ତିଶାଳୀ ଦେଶ ମୁହାଁମୁହିଁ ହୋଇଛନ୍ତି । ଏବେ କିଛି ଦିନ ତଳେ ଚୀନର ପତ୍ରକାର ଆମେରିକାକୁ ମିତ୍ର ଦେଶ ବୋଲି କହିବା ଆମର ଭୁଲ । ୧୯୪୯ପରଠାରୁ ଏହି ସ୍ଥାନ ତାଇୱାନ ଓ ଚୀନର ସବୁଠାରୁ ଉତେଜନାପୂର୍ଣ୍ଣ କ୍ଷେତ୍ର ଭାବେ ବିବେଚନା କରାଯାଉଛି । ଆମେରିକା ଯୁଦ୍ଧ ଜାହାଜ ପଠାଇବା ପରେ ଚୀନ ନିଶ୍ଚିତ ଭାବେ ପ୍ରତିକ୍ରିୟା ବ୍ୟକ୍ତ କରିବ । ତାଇୱାନ ମଧ୍ୟ ଚୀନ ସୀମା ନିକଟରେ ଯୁଦ୍ଧର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
BREAKING NEWS
- ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ କମିଲା…
- Vigilance Raid:୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଇଡି ଯନ୍ତ୍ରୀ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ରିହାତି ଘୋଷଣା
- ଅବକାରୀ ବିଭାଗର ବଡ ଧରଣର ଚଢାଉ; ୨୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ
- ଦିନିକିଆ ଦଳରୁ ବାଦ ପଡି ପାରନ୍ତି କୂଲଦୀପ
- PM Modi Visit:ମୁଁ ଆସନ୍ତାକାଲି ଓଡ଼ିଶାର ମୟୂରଭଞ୍ଜରେ ରହିବି, ଏହି ଗସ୍ତ ଉଲ୍ଲେଖନୀୟ ହେବ:ପ୍ରଧାନମନ୍ତ୍ରୀ ମୋଦୀ
- ତୃତୀୟ ଦିନିକିଆରେ ହଠାତ ହର୍ଷିତଙ୍କ ଏଂଟ୍ରି
- SIR Work Pressure: ଜୀବନ ହାରିଲେ ବିଏଲଓ; SIR କାର୍ଯ୍ୟ ପାଇଁ ସରକାରୀ ଚାପ ଅଭିଯୋଗ କଲେ ପରିବାର
- ଆଇପିଏଲ ୨୦୨୭ରେ ବହୁତ କିଛି ନୂଆ ହୋଇପାରେ: ଯୁବରାଜ କୋଚ, ଦିଲ୍ଲୀକୁ ଫେରିବେ ପନ୍ତ
- ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ କୋର୍ଟଙ୍କ ସମନ, ଏହି ଦିନ କୋର୍ଟରେ ହେବେ ହାଜିର…

Comments are closed.