ବ୍ରହ୍ମପୁର: ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାରିବନ୍ଧ ସ୍ଥିତ ଗଣେଶ ନଗରସ୍ଥିତ ଏକ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସୋମବାର ପୋଲିସ ଚଢ଼ଉ କରିଛି । ୨୧ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪ଲକ୍ଷ ୯୯ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥି ସହିତ ୨୩ଟି ମୋବାଇଲ, ଏଲଇଡ଼ି ଟିଭି, କମ୍ପ୍ୟୁଟର, ହୋମ ଥିଏଟର୍ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ବ୍ରହ୍ମପୁର ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ତ୍ୱତ୍ତାବଧନରେ ଥାନା ଅଧିକାରୀ ରାମ କୁମାର ମୁର୍ମୁ ଏବଂ ପୋଲିସର ଏକ ଟିମ୍ ଏହି ଚଢ଼ଉରେ ସାମିଲ ଥିଲା । ଏହି ଜୁଆ ଖେଳିବା ପାଇଁ ବାହାର ରାଜ୍ୟରୁ ଅନେକ ଜୁଆଡ଼ି ବ୍ରହ୍ମପୁରକୁ ଆସି ଏଠାରେ ରହୁଥିବା ନେଇ ପୋଲିସ ପାଖରେ ସୂଚନା ପହଞ୍ଚିଥିଲା । ସୂଚନା ମିଳିବା ପରେ ପୋଲିସ ପକ୍ଷରୁ ଏହି ଚଢ଼ଉ ହୋଇଛି।
BREAKING NEWS
- ଚର୍ଚ୍ଚାରେ ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ: ୮୨୨ ରନ, ତ୍ରିଶତକ, ଅତିରିକ୍ତରେ ୧୦୦ ରନ
- NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବର୍ଷିଲା କଂଗ୍ରେସ
- ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ଚୀନକୁ ଭାରତର କଡ଼ା ବାର୍ତ୍ତା…
- ୧୭୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା କଳାମଣ୍ଡଳ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶ
- ପଡିଆରେ କୋହଲିଙ୍କ ଆଗ୍ରେସନକୁ ନେଇ ବଡ କଥା କହିଲେ ଏହି ପୂର୍ବତନ କ୍ରିକେଟର
- ଥାଲାପତିଙ୍କ ବିଜୟକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ; ଏବେ ମିଳିଲା ବଡ଼ ପଦ…
- ସୁରକ୍ଷାବାହିନୀକୁ ସଫଳତା; ମାଓ ଡମ୍ପ ଠାବ, ବିପୁଳ ପରିମଣର ଅସ୍ତ୍ରଶସ୍ତ୍ର ସହ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ
- ପାକିସ୍ତାନ ଏୟାରବେସରେ ଇରାନ ବିମାନ…
- ସଲମାନଙ୍କ ସହ ନୂଆ ଫିଲ୍ମରେ ଅଭିନୟ କରୁ ନାହାନ୍ତି କରୀନା
- ରାଜ୍ୟରେ ପେଟ୍ରୋଲ-ଡିଜେଲ ଅଭାବ ନାହିଁ: ଯୋଗାଣ ମନ୍ତ୍ରୀ
Comments are closed.