Latest Odisha News

ଧାମନଗର: ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

ଧାମନଗର: ୫ମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୨୨୪୯୫, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୮ହଜାର ୯୨୩, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ୭୧୯, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ  ୩୩୮୯, ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୧୩୨ ଖଣ୍ଡ ଭୋଟ୍ ପାଇଛନ୍ତି । ସୂରଜ ୩୫୭୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।

ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ର ଭିତରେ ଓ ବାହାରେ ଫୋର୍ସ ରହିଛନ୍ତି । ସିପିଏମ୍ଏଫ୍, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ତିନି ସୁରକ୍ଷା ବଳୟ ମଧ୍ୟରେ ଅଛ୍ତି । ଭୋଟ୍ ଗଣତିର ଫଳାଫଳ ନିର୍ବାଚନ ଆୟୋଗର ଓ୍ୱେବସାଇଟ୍ results.eci.gov.in. ରେ ପ୍ରକାଶ ପାଇବ ।

 

Leave A Reply

Your email address will not be published.