ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି ଲୁଟିବାକୁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ । ଘରୁ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟିନେଇଥିଲେ । ପ୍ରଥମେ ଦୁଇ ଛୁଆଙ୍କୁ ଅନ୍ୟ ଏକ ଘରେ ବନ୍ଦ କରିବା ସହ ସ୍ୱାମୀ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର । ଖବର ପାଇ ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
BREAKING NEWS
- କୋହଲିଙ୍କ ସ୍ଥାନରେ ଖେଳିବେ କି ରିତୁରାଜ
- ହେଲିକପ୍ଟର ଆଗରେ ପ୍ରେମ ନିବେଦନ କରି ଅଡୁଆରେ ସେନା ଅଧିକାରୀ: ପ୍ରୋଟୋକଲ୍ ଉଲ୍ଲଂଘନ ନେଇ ମଗାଗଲା ସ୍ପଷ୍ଟୀକରଣ
- crocodile attacks human: ୧୫ ମିନିଟ ଲଢି କୁମ୍ଭୀର ମୁହଁରୁ ବଞ୍ଚିଲେ ଯୁବକ
- ଦିଲ୍ଲୀରେ ‘କକରୋଚ୍ ଜନତା ପାର୍ଟି’ର ବିକ୍ଷୋଭ: ସମର୍ଥନ ଜଣାଇଲା ଏହି ରାଜନୈତିକ ଦଳ
- ଜୁନ ୪କୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି: କହିଲା ଏହା ଶୋଷଣ, କଷଣ, ଧର୍ଷଣ ଓ ଭାଷଣର ସରକାର
- ମୋହନ ସରକାରରଦୁଇ ବର୍ଷ ପୂରଣ: ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
- WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ
- ଟ୍ରେନରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ: ୮୦୦ ରୋଷେଇ ଘରେ ଏଆଇ କ୍ୟାମେରା ଲଗାଇବ ଆଇଆରସିଟିସି
- Thief Prays To Lord: ଭଗବାନଙ୍କଠୁ ହାତ ଯୋଡି ନେଲା ଆଜ୍ଞା! ପରେ ମନ୍ଦିରରୁ ଲୁଟି ନେଲା ଟଙ୍କା…
- ଟିଏମସିରେ ବଢୁଛି ଅସନ୍ତୋଷ: ବିଧାୟକଙ୍କ ପରେ ଏବେ ସାଂସଦଙ୍କ ବିଦ୍ରୋହ ସମ୍ଭାବନା
Comments are closed.