Latest Odisha News

BREAKING NEWS

କୋଣାର୍କ ମନ୍ଦିର ଲାଗି ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହେଲେ ‘ଆମିକସ କ୍ୟୁରୀ’

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ସୋମବାର ଦିନ ବରିଷ୍ଠ ଆଇନଜୀବୀ ଏନ କେ ମହାନ୍ତିଙ୍କୁ କୋଣାର୍କ ମନ୍ଦିର ଲାଗି ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି । ଏଥିସହିତ ତାଙ୍କୁ ଏହି ପୁରାତନ ମନ୍ଦିର ସମ୍ପର୍କୀତ ଏକ ଷ୍ଟାଟସ୍ ରିପୋର୍ଟ ପ୍ରଦାନ କରିବେ ।

ଏସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲା ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ଦାୟର ହେବା ପରେ କୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.